Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ଉଚ୍ଚ ରାଶିରେ ଚନ୍ଦ୍ର ରହିଥିବାରୁ ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସଭାସମିତି, ମାଲିମକଦ୍ଦମା କଥାରେ ଅଗ୍ରଗତି ଘଟିବ। ପ୍ରତିଶ୍ରୁତିରୁ ଓହରିବା କାରଣରୁ…

୨୦ରୁ ଇଣ୍ଡିଆନ୍ ସୁପର୍ ଲିଗ୍ : ଓଡ଼ିଶା ଏଫସିର ନୂଆ କିଟ୍ ଉନ୍ମୋଚିତ

ଭୁବନେଶ୍ୱର: ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି…

ହିନ୍ଦୁ ଧର୍ମରେ ସ୍ତ୍ରୀ କାହିଁକି ନିଜ ସ୍ୱାମୀର ନାମ ଧରେ ନାହିଁ

ଭୁବନେଶ୍ୱର()  ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ସ୍ତ୍ରୀ ନିଜ ସ୍ୱାମୀ ନାମ ଧରେ ନାହିଁ । ଏହି ଧର୍ମରେ ସ୍ତ୍ରୀ ମାନେ ନିଜ ସ୍ୱାମୀକୁ ଭଗବାନ ବୋଲି ମାନିଥାନ୍ତି । ଏଥିପାଇଁ ସ୍ତ୍ରୀ ସ୍ୱାମୀଙ୍କ ପାଦ ମଧ୍ୟ ଛୁଇଁଥାନ୍ତି । ଅନେକ ସ୍ଥାନରେ ସ୍ୱାମୀଙ୍କ ନାମ ଧରି ଡାକିବା ଏକ ପ୍ରକାରର ସ୍ୱାମୀର…

ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର

ଭୁବନେଶ୍ୱର()  ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର । ସ୍ୱାସ୍ଥ୍ୟା ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ମେଡିକାଲ କଲେଜରେ ୫ ଶହ ଶର୍ଯ୍ୟା ରହିବ । ଅବିଭକ୍ତ…

ସମୁଦ୍ରରେ ଭାସି ଯାଉଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର

ପୁରୀ : କିଛିଦିନ ଧରି ପୁରୀ ବେଳାଭୂମିରେ ଅଘଟନ ଘଟିଚଳିଛି। କାର୍ତ୍ତିକ ମାସ ଆରମ୍ଭ ଦିନ ଏକ ୯୪ ବର୍ଷର ହାବିସିଆଳି ଛେତଗଙ୍ଗାରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଆଜି କିଛି ଭିନ୍ନ ଧରଣର ଘଟଣା ଘଟିଛି। ଦେବଦୂତ ସାଜିଲେ ଲାଇଫ୍‌ଗାର୍ଡ। ପୁରୀ ସମୁଦ୍ରରେ ଭାସି ଯାଉଥିବାବେଳେ ୩…

ପରୀକ୍ଷାର୍ଥୀଙ୍କୁ ନେବା ପାଇଁ ଚାଲିବ ୨ଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର() ପରୀକ୍ଷାର୍ଥୀଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଗୋଟିଏ ଟ୍ରେନ୍ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ । ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା…

ଦିବ୍ୟାଙ୍ଗ ମାନଙ୍କୁ ସବୁକ୍ଷେତ୍ରରେ ସମର୍ଥ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ

ପୁରୀ : ଫନି ପରେ ପୁରୀ ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ସବୁକ୍ଷେତ୍ରରେ ସମର୍ଥ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରଫୁଲ ଯୋଜନା। ସତ୍ୟବାଦୀ ବ୍ଳକର ବୀରଗୋବିନ୍ଦପୁର ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।…

ଜାଣିଲେ ଆଶ୍ଚର୍ଯ୍ୟ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପି୍ରୟ ଖାଦ୍ୟ

ନୂଆଦିଲ୍ଲୀ() ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ରହିଥାନ୍ତି। ବିବାଦରେ ଥିବା ଇମ୍ରାନଙ୍କ ଜୀବନଶୈଳୀ ସଂପର୍କରେ ଆସନ୍ତୁ ଜାଣିବ।। ସାଧାରଣତଃ ଇମ୍ରାନ ଖାନ ସରଳ ଜୀବନଯାପନ ଅତିବାହିତ କରିଥାନ୍ତି। ଏପରିକି ରାସ୍ତାରେ ଠେଲା ଗାଡିରେ…

ନିଜର ଅଧା ବୟସ ଯୁବତୀଙ୍କ ସହ ବିବାହ କରିଛନ୍ତି ଏହି ମୁଖ୍ୟମନ୍ତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀଙ୍କ ପତ୍ନୀଙ୍କ ବୟସ। କନ୍ନଡ ପିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଧିକାଙ୍କୁ କୁମାର ସ୍ବାମୀ ବିବାହ କରିଛନ୍ତି। ସୂଚନାଅନୁସାରେ() କୁମାର ସ୍ବାମୀ ୨ ଜଣଙ୍କୁ ବିବାହ କରିଛନ୍ତି। କିନ୍ତୁ ଦୁଇଜଣ ପତ୍ନୀଙ୍କ…

ଧର୍ମେନ୍ଦ୍ରଙ୍କ ବ୍ୟତିତ ହେମା ମାଳୀନିଙ୍କ ଏହି ଅଭିନେତାଙ୍କ ସହ ଥିଲା ସମ୍ପର୍କ, ଜାଣିଲେ ହୋସ ଉଡିଯିବ …

ମୁମ୍ବାଇ() ଆଜି ବଲିଉଡ ଡ୍ରିମ ଗର୍ଲ ହେମା ମାଳୀନିଙ୍କ ଜନ୍ମଦିନ। ବୟସ ବଢିବା ସହ ମଧ୍ୟ ତାଙ୍କ ସୌନ୍ଦର୍ୟ୍ୟ ବଢୁଛି। ଆଜି ୭୧ ବର୍ଷ ବୟସରେ ମଧ୍ୟ ସେ ସେମିତି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ହେମା ମାଳୀନିଙ୍କ ବିଷୟରେ ଅଧିକ କିଛି । ହେମା…