ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ() ଜିଓ ଆଣିଲା ଖୁସି ଖବର। ଗ୍ରାହକଙ୍କୁ ୩୦ ମିନିଟର ଫ୍ରି ଟକ ଟାଇମ୍ ଦେବା ଆରମ୍ଭ କରିଛି କଂପାନୀ । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୩୦ ମିନିଟର ମାଗଣା ଟକ୍ ଟାଇମ୍ ଦେବାକୁ ଘୋଷଣା କରିଛି କଂପାନୀ ।ତେବେ ଜିଓର ଏହି ଲିମିଡେଟ୍ ପରିୟଡ…
