Odia News Portal

ସୋନପୁର ମୁଖ୍ୟ ଡାକ୍ତରଖାନାରେ ୫ଟି ସଚିବ

ସୋନପୁର() ଆଜି ବଲାଙ୍ଗିର ମୁଖ୍ୟଡାକ୍ତରଖାନା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭି.କେ. ପାଣ୍ଡିଆନ । ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ ରୋଗୀଙ୍କ ଭଲମନ୍ଦ ବୁଝିଥିଲେ । ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ବି ସେ ପଚାରି ବୁଝିଥିଲେ । ରୋଗୀଙ୍କ ଅଭିଯୋଗର ଖୁବଶୀଘ୍ର ସମାଧାନ ହେବ…

ତନିସ୍କରେ ଯେଉଁ ଡିଜାଇନ ଖୋଜିବେ ତାହା ପାଇବେ

ଭୁବନେଶ୍ୱର : ଦେଶର ଏକମାତ୍ର ଭରସାଯୋଗ୍ୟ ଟାଇଟନର ପ୍ରମାଣନ ଏବଂ ଟାଟା ଗ୍ରୁପର ବିଶ୍ବାସର ପ୍ରତିଫଳନ ହେଉଛି ତନିସ୍କ। ଗ୍ରାହକଙ୍କୁ ଗହଣା ଉପରେ ଶୁଦ୍ଧତା ଯୋଗାଇ ଦେବାରେ ଏହି ଅନୁଷ୍ଠାନ ବହୁ ଆଗରେ। ଉଭୟ ୨୨କ୍ୟାରେଟ ୧୮ କ୍ୟାରେଟ ସୁନା ଗହଣରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି। ଅସଲି ସୁନା…

କାହା ଦୟାରେ ସରକାରଙ୍କୁ ବାୟା କଲେ ଗୟା

ଭୁବନେଶ୍ୱର : ଏକ ନମ୍ବର ହାଟରେ ବ୍ୟବସାୟ କରୁଥିବା ଜଣେ ଲୋକ ବିଏମ୍‍ସି ଘରକୁ ମାଡିବସି ଭଡା ଲଗାଇଦେଲେ । ମାସିକ ଲକ୍ଷ ଲକ୍ଷ ଟଙ୍କା ଭଡା ଆଦାୟ କରି ସରକାରଙ୍କୁ ୫୫୦୦ ଟଙ୍କା ଦେଇ ସରକାରଙ୍କୁ ବାୟା କରି ବାକି ସବୁ ଚଳୁ କରିଦେଲେ । ହେଲେ ବର୍ଷ ବର୍ଷ ଧରି ସରକାରୀକଳ ତାଙ୍କୁ ସେଠାରୁ ହଟାଇ…

କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

ଭୁବନେଶ୍ୱର : ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ସେଥିପାଇଁ ନାନା ଉପାୟ ଆପଣାନ୍ତି ଓ ଏଥିପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି। ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କେଶ। ଆଉ କେଶର ଯତ୍ନ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ…

ବ୍ରଣ, ସନ ଟ୍ୟାନ୍‌ ପରି ସମସ୍ୟାରୁ ମୁକ୍ତି ଦେବ ଆମ୍ୱ ଫେସ୍‌ ପ୍ୟାକ୍‌

ଭୁବନେଶ୍ୱର : ଏବେ ଖରା ଦିନେ ଆସୁଥିବା ଫଳ ମଧ୍ୟରୁ ସମସ୍ତଙ୍କ ପ୍ରିୟ ଆମ୍ୱ । ସ୍ୱାସ୍ଥ ଓ ପୋଷକ ତତ୍ତ୍ୱରେ ଭରପୁର ହୋଇଥିବାରୁ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଆମ୍ୱର ଫାଇଦା କେବଳ ଏହାକୁ ଖାଇବାରେ ସୀମିତ ରୁହେ ନାହିଁ। ଆପଣ ଏହାକୁ ମୁହଁରେ ବ୍ୟବହାର କରି ଚେହେରାରେ…

ଦୃଷ୍ଟିଶକ୍ତି ବୃଦ୍ଧି କରେ ଗାଜର

ଗାଜର ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଥାଏ। ଏହାସହ କର୍କଟ ପରି ରୋଗରୁ ରକ୍ଷା କରିଥାଏ। ଗାଜରରେ ପୋଷକ ତତ୍ତ୍ବ, ଭିଟାମିନ-ଏ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ତାହା ଶରୀର ପାଇଁ ଲାଭଦାୟକ ରହିଥାଏ। ପ୍ରତିଦିନ ଗୋଟିଏ ଗାଜର ଖାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟେ। ଏହାଛଡା ଗାଜର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ମନକଥା ମନରେ ରଖି କାମ ହାସଲ କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର…

ଏଥର ଗଡ଼ିବ ପୁରୀକୁ ‘ମୋ ବସ୍’

ଭୁବନେଶ୍ବର : ଆଜି ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।…

ମୋ ବସ୍’ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ସେଲ୍ଫି ନେଲେ ଯାତ୍ରୀ

ଭୁବନେଶ୍ୱର() ଆଜି ମୋ ବସ ସେବାକୁ ବର୍ଷେ ପୁରିଛି । ଏହି ଅବସରରେ ମୋ ବସରେ ଭୁବନେଶ୍ୱର ବିମାନବନ୍ଦରରୁ ଲୋକସେବା ଭବନ ଅଭିମୁଖେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସରେ ଥିବା ଯାତ୍ରୀମାନଙ୍କ ସହ କଥା ହୋଇ ସେଲ୍ଫି ନେଇଛନ୍ତି ଆଉ କୁନି କୁନି ପିଲାମାନଙ୍କୁ ଅଟୋଗ୍ରାଫ୍ ଦେଇ…

ରାଜ୍ୟ ସରକାର ବିକିବେ ପିଆଜ

ଭୁବନେଶ୍ୱର() ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ…