Odia News Portal

ସୋସିଆଲ ମିଡିଆରେ ସାଂସଦଙ୍କ ଫଟୋ ଭାଇରାଲ,ଦେଖନ୍ତୁ

ଚର୍ଚ୍ଚାରେ ଟିଏମସିର ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜାହାଁ । ନୁସରତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଦୁର୍ଗା ପୂଜା ମଣ୍ଡପରେ ନୁସରତ ଓ ତାଙ୍କ ସ୍ବାମୀ ନିଖିଲ ଜୈନ ନଜର ଆସିଥିଲେ। ଫଟୋରେ ବହୁତ ସୁନ୍ଦର ଦେଖା ହେବା ସହ ନିଜ ସ୍ୱାମୀଙ୍କ…

ବିଜେପୁର ଉପନିର୍ବାଚନ ପାଇଁ ପୁଲିସର ସମୀକ୍ଷା ବୈଠକ

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ବରଗଡ ଏସପିଙ୍କ କାର୍ୟ୍ୟାଳୟରେ ବସିଛି ସମୀକ୍ଷା ବୈଠକ । ଏହି ବୈଠକରେ ପଶ୍ଚିମାଂଚଳଆଇଜି ହିମାଂଶୁ ଲାଲ୍, ୬ଜଣ ଏସପି, ଏଡିଜି ଆଇନ ଶୃଙ୍ଖଳା, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି…

ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ () କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ବାରା ୫୦…

ଚୋରା ମଦ ଜବତ, ଦୁଇ ଗିରଫ

କେନ୍ଦ୍ରାପଡା: ଚୋରା ମଦ ଜବତ,ଦୁଇ ଗିରଫ। କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଗାଁରେ ଚୋରା ମଦ ବିପୁଳ ପରିମାଣରେ ବିକ୍ରି ହେବା ନେଇ ଜିଲ୍ଲା ଅବକାରୀ ବିଭାଗ ଚଢାଉ କରିଥିଲା। ୨୫୬ ବୋତଲ ବିଦେଶୀ ମଦ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଦୁଇ ଜଣ ହେଲେ ଜମ୍ବୁ ଅଞ୍ଚଳର ଶ୍ରୀଜିବ୍…

ରାହୁଲ ବାହା ହେବେ ! ଏବେ ଦୁହିଁଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ : ରାଜନୀତି ଦୁନିଆରେ ପ୍ରତିଦିନ କିଛି କିଛି ନୂଆ ଘଟିଥାଏ। ଏବେ ଭାରତରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଏହା ଯେ, କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ କେବେ ବିବାହ କରିବେ? ସୋଶିଆଲ ମିଡିଆରେ କିଛି ଦିନ ତଳେ ରାୟବରେଲି ସଦରର ବିଧାୟକ ଅଦିତି ସିଂହଙ୍କ ପରିବାର ସଦସ୍ୟଙ୍କ ସହ ସୋନିଆ…

କଥା ନୁହେଁ କାମରେ…ଟିମ ନେଇ ମାଲକାନଗିରିରେ ପାଣ୍ଡିଆନ

ଭୁବନେଶ୍ବର : ମାଲକାନଗିରିରେ ୫ ଟି ସଚିବ ଭି କେ ପାଣ୍ଡିଆନ ।  ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର…

ଉପନିର୍ବାଚନ ପାଇଁ ଜୋର ଧରିଲାଣି କ୍ୟାମ୍ପେନିଂ, ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡିଜିପି

ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପୁର ଗସ୍ତରେ ଯିବେ ପୋଲିସ ଡିଜି ବି.କେ ଶର୍ମା । ପୂର୍ବାହ୍ନରେ ବରଗଡରେ ପହଞ୍ଚିବା ପରେ ଏସପିଙ୍କ ଅଫିସରେ ବୈଠକ ହେବ । ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।…

ରାମେଶ୍ବର ଗାଁରେ ହାତୀ ଉପଦ୍ରବ, ଜଣେ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଗାଁରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଟାଙ୍ଗି ରେଞ୍ଜ୍ ଫାର୍ମ ହାଉସ୍ ର କେୟାର ଟେକର୍ ପଙ୍କଜ ବିଶ୍ବାଳ । ସୂଚନାଯୋଗ୍ୟ ଯେ, ଫାର୍ମ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ଗୁରୁତର ଆହତ

ଭୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣା। କଟକ- ଭୁବନେଶ୍ୱର ଜାତୀୟ ରାଜପଥ ପ୍ରତାପନଗରୀ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବିଶ୍ୱାଳ ନାମକ ଏହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଗୁରୁତର ଆହତ ମାନଙ୍କୁ କଟକ ଏସସିବି…

ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ନୀତି…