ବାଲିଯାତ୍ରାକୁ ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ ସଂସ୍କୃତି ବିଭାଗ
କଟକ () କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟଲୋକସେବା ଭବନରେ ବୈଠକ ପରେ ଏଭଳି ନିଷ୍ପତି ହୋଇଛି ।
ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା…
