Odia News Portal

ଭାବନାକୁ ପରିପ୍ରକାଶ କରିବାର ଶ୍ରେଷ୍ଠ ମାଧ୍ୟମ ମାତୃଭାଷା : ଉପରାଷ୍ଟ୍ରପତି

ଭୁବନେଶ୍ୱର()  ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି।ଏହି ସମ୍ମିଳନୀରେ ମାତୃଭାଷା ଶିକ୍ଷା ଉପରେ ଜୋର ଦେଇଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି, ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ।ତେଣୁ…

ମା’ ଦୁର୍ଗାଙ୍କ ବାଲୁକା ମୂର୍ତ୍ତିର କିଛି ଫଟୋ, ଆସନ୍ତୁ ଦେଖିବା

ପୁରୀ : ଶାରଦୀୟ ଦୁର୍ଗା ପୂଜା ଅବସରରେ ମା’ ଦୁର୍ଗାଙ୍କ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

ପୁରୀ : ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଛି। ମୋବାଇଲ୍‌ରେ ଏ ଫଟୋ ଉଠାଯାଇଛି। କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ପଶିଗଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ରାଜନୀତିର ରୋଲ ମଡେଲ ନବୀନ

ଭୁବନେଶ୍ବର () କ୍ରିକେଟ ପରି ରାଜନୀତିରେ ଫିଟନେସ ଓ ଫର୍ମ ସବୁବେଳେ ମହତ୍ବପୂର୍ଣ୍ଣ । କ୍ରିକେଟର ମୈଦାନରେ ଫେଲ ମାରିଲେ କ୍ୟାରିୟର ଢିଲା ହେଲା ପରି ରାଜନୀତିରେ ଲୋକଙ୍କ ଭଲପାଇବା ହରେଇଲେ ମଧ୍ୟ ଭୋଟରଙ୍କ ମାସପଟରୁ ଲିଭିଯାଆନ୍ତି ନେତା । ଓଡିଶା ରାଜନୀତିରେ ଏମିତି କେତେ ନେତା ଆସିଛନ୍ତି ଆଉ…

ସକାଳୁ ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ‘ମକା ଉପମା’, ସାରା ଦିନ ରୁହନ୍ତୁ ଫିଟ୍‌

ଆପଣ ସକାଳୁ ବ୍ରେକ୍‌ଫାଷ୍ଟରେ କ’ଣ ଖାଉଛନ୍ତି ? ରୁଟି-ଭଜା, ବ୍ରେଡ୍‌-ଜାମ୍‌, ଜୁସ୍‌-କଦଳୀ ଏମିତି କିଛି? ଏ ସବୁ ଖାଇ ଖାଇ ବୋର୍‌ ହୋଇଯିବେଣି। ଥରେ ମକା ଉପମା ଟ୍ରାଏ କରନ୍ତୁ ନା। ଦେଖିବେ ଏହା ଆପଣଙ୍କୁ ସାରା ଦିନ ଫିଟ୍‌ ଅନୁଭବ କରାଇବ। ତା’ହେଲେ ଆସନ୍ତୁ ଜାଣିବା ମକା ଉପମା ବନେଇବାର ବିଧି।…

ରୋହିତ ଶର୍ମାଙ୍କ ଦମ୍‌ଦାର ବ୍ୟାଟିଂ, ଭାଙ୍ଗିଲେ ଦ୍ରାବିଡ୍‌ଙ୍କ ରେକର୍ଡ

ବିଶାଖାପାଟଣା : ଭାରତ ତରଫରୁ ଟେଷ୍ଟ ଫର୍ମାଟରେ ଓପନିଂ କରୁଥିବା ରୋହିତ ଶର୍ମା ନିଜ ଦମ୍‌ଦାର ବ୍ୟାଟିଂରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶାଖାପାଟଣାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ରୋହିତ ଏକ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଭାରତ…

କାଟି ଦିଆଗଲା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି

ନୂଆପଡ଼ା : ପୁଣି ସାମନାକୁ ଆସିଲା ଦାଦନଙ୍କ ଦୁର୍ଦ୍ଦଶା। ମହାରାଷ୍ଟ୍ରର ନାଗପୁରରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଟିକ୍ରାପଡ଼ା ଗାଁରୁ ଯାଇଥିବା ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଳି କାଟି ଦିଆଯାଇଛି। ଟିକ୍ରାପଡ଼ାରୁ ଚମରି ପହରିଆ ଦାଦନ ଖଟିବାକୁ ଯାଇଥିବା ବେଳେ ଦଲାଲ ଜଣକ ତାଙ୍କର ଡାହାଣ ହାତର ୩ଟି…

ବିପଦରେ ପଡି ବିଧାୟକଙ୍କ ଶରଣରେ ଚଣ୍ଡା ଶୋକ

ଭୁବନେଶ୍ୱର : ସାଧାରଣ ନିର୍ବାଚନବେଳେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଜଣେ ବିଧାୟକଙ୍କ ବିରୁଦ୍ଧରେ କୁତ୍ସାରଟନା ସହିତ ତାହା କିଭଳି ଦାନା ଧରିବ ସେ ଦିଗରେ ବି ପୁଞ୍ଜି ଖଟାଇଥିଲେ । ଆଉ ଜଣଙ୍କ ବସ୍ତିଭୋଟ କାଟିବାପାଇଁ ଟୋକା ଲଗାଇଥିଲେ । ସେଥିରେ କିନ୍ତୁ ସଫଳତା ମିଳିଲା ନାହିଁ…

ଦଶହରାରେ ଟ୍ରାଫିକ ସଚେତନତା କରାଇଲା ହରିପୁର ଦୋଳମୁଣ୍ଡାଇ ପୂଜାକମିଟି

କଟକ : ଦୋଳମୁଣ୍ଡାଇ ହରିପୁର ପୂଜାକମିଟି ପକ୍ଷରୁ ଦଶହରା ପାଇଁ ଭାରତୀୟ ମୋଟର ଯାନ ଆଇନକୁ ସମର୍ଥନ କରି ଏକ ଟ୍ରାଫିକ ସଚେତନ ବାର୍ତ୍ତା ଦିଆଯାଇଛି।  ସପ୍ତମୀ ପୂଜାରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ଡିସିପି ଅଖିଲେଶୂର ସିଂ ଏବଂ ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ…

ଆପଣ ଓଦା କେଶରେ କରୁଛନ୍ତି କି ଏଭଳି ବଦମାସୀ, ହୋଇଯାଆନ୍ତୁ ସାବଧାନ !

ଆଜିକାଲି ପ୍ରତ୍ୟେକଙ୍କ ପାଖରେ କେଶ ସମସ୍ୟା ଦେଖାଦେଉଛି। କେଶକୁ ସୁନ୍ଦର ତଥା ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି, ଯାହାକି ସେମାନଙ୍କ ପାଇଁ କ୍ଷତି ପହଞ୍ଚାଉଛି। ଏଭଳି ସ୍ଥିତିରେ ଯଦି ଆପଣ କେଶର ଠିକ୍‌ ଯତ୍ନ ନେବାକୁ ଚାହୁଁଛନ୍ତି, ତା’ହେଲେ କୌଣସି ମହଙ୍ଗା…