Odia News Portal

ନଭେମ୍ବର ୧ରୁ ଡିଜିଟାଲ ପେମେଣ୍ଟ ପାଇଁ ପଡିବନି କୌଣସି ଚାର୍ଜ

ନୂଆଦିଲ୍ଲୀ() ନଭେମ୍ବର ମାସ ୧ ତାରିଖରୁ ସମଗ୍ର ଦେଶରେ ଅନେକ ନିୟମ ଲାଗୁ ହେବାକୁ ଯାଉଛି।ବ୍ୟବସାୟ କରୁଥିବା ଲୋକଙ୍କ ପାଇଂ ଏହା ଜାଣିବା ଜରୁରୀ ଯେ, ନଭେମ୍ବର ମାସ ୧ ତାରିଖରୁ (Finance Ministry) ପେମେଣ୍ଟ ନେବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବ୍ୟବସାୟ କରୁଥିବା ଲୋକଙ୍କୁ ଏବେ…

ବୀରେନ୍ଦ୍ର ଲାକ୍ରାଙ୍କୁ ଡାକରା

ଭୁବନେଶ୍ୱର : ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏନେଇ ଭାରତୀୟ ଦଳରେ ସାମିଲ ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ଡ଼କାଯାଇଛି । ବରୁନ କୁମାରଙ୍କ ବଦଳରେ ସ୍ଥାନ ପାଇଛନ୍ତି ବୀରେନ୍ଦ୍ର ଲାକ୍ରା । ବରୁନ କୁମାର ଆହତ ଥିବାରୁ ତାଙ୍କୁ ଦଳରୁ ବାଦ ପକାଯାଇଛି । । ଉଲ୍ଲେଖଯୋଗ୍ୟ…

ପରଦାକୁ ଆସିବେ ଲାଲୁ

ମୁମ୍ବାଇ() ରାଜନୀତି ହେଉ କି କୂଟନୀତି, ସବୁଥିରେ ଦକ୍ଷତା ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଏବେ ଫିଲ୍ମ ତିଆରି ହେବାକୁ ଯାଉଛି। ନିଜ କଥାରେ ସମସ୍ତଙ୍କୁ ହସାଉଥିବା ଲାଲୁଙ୍କ କହିବା ଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତେବେ ତାଙ୍କ…

ଶିଶୁ କଲ୍ୟାଣ ପାଇଁ ପ୍ରତି ଜିଲ୍ଲାକୁ ୧୦ ଲକ୍ଷ

ଭୁବନେଶ୍ବର () ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତଦନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡିକରେ ରହୁଥିବା…

ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା

ଭୁବନେଶ୍ବର : ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ସହର ବଢିବା ସହ ଗାଡି ମୋଟର ସଂଖ୍ୟା ମଧ୍ୟ ବଢୁଛି । ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବହୁ ଶିକ୍ଷାନୁଷ୍ଠାନ,ଆଇଟି ହବ୍ ଓ ବିଭିନ୍ନ ବ୍ୟବସାୟ…

ଫେରିଲେ ଅମିତ କୁଜୁର ନିଜ ଆଣ୍ଡାମାନକୁ

ପୁରୀ : ଆଣ୍ଡାମାନ ନିକୋବର ଦୀପରୁ ସମୁଦ୍ରରେ ବୋଟ ମାଧ୍ୟମରେ ଭାସି ଆସି ପୁରୀ ବ୍ରହ୍ମଗିରି ଖିରି ସାହି ସମୁଦ୍ର କୂଳରେ ଲାଗିଥିଲେ ନାବିକ ଅମିତ କୁଜୁର। ଆଜି ସେ ନିଜ ଘରକୁ ବାହୁଡ଼ି ଛନ୍ତି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା ହୋଇଛି। ସେ ଆଜି ଭୁବନେଶ୍ୱରରୁ କୋଲକାତା ଏବଂ…

ମେଡିକାଲ ଦାୟିତ୍ୱରେ IAS ଅଫିସର

ଭୁବନେଶ୍ବର () ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ବିକାଶ ଓ ଉତ୍ତମ ପରିଚାଳନା ପାଇଁ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସଂଯୋଜକ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ମେଡିକାଲ କଲେଜର ପରିଚାଳନା, ଭିତ୍ତିଭୂମୀ ବିକାଶ, ଦୈନନ୍ଦିନ କାର୍ଯ୍ୟଶୈଳୀରେ ଉନ୍ନତି ଆଦି ବିଭିନ୍ନ ଦିଗକୁ ଏହି ସଂଯୋଜକ…

ଅନ୍ତିମ ପର୍ୟ୍ୟାୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର()  ଅନ୍ତିମ ପର୍ୟ୍ୟାୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଥିବା ଜନ ସଂପର୍କ ଆସନ୍ତାକାଲି ଶେଷ ହେବ । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୩୪ ନମ୍ବର ୱାର୍ଡରେ ଆୟୋଜିତ ହୋଇଯାଇଛି ଏହି ପଦଯାତ୍ରା । ଏହି ପଦଯାତ୍ରାରେ ଭାଗ…

ହାଇଦରାବାଦକୁ ହରାଇ କ୍ରମାଗତ ଦ୍ଵିତୀୟ ମ୍ୟାଚ ଜିତିଲା ଜାମସେଦପୁର

ଜାମସେଦପୁର : ସ୍ଥାନୀୟ ଜେଆରଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅନୁଷ୍ଠିତ ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ଦଶମ ମ୍ୟାଚରେ ନବାଗତ ହାଇଦରାବାଦ ଏଫସିକୁ ୩-୧ ଗୋଲରେ ହରାଇ ଜାମସେଦପୁର ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ଓଡିଶା ଏଫସିକୁ ୨-୧ରେ ପରାସ୍ତ କରିଥିବା…

ଘରେ ପ୍ରସ୍ତୁତ କରନ୍ତୁ, ମାଟି ହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ– କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ, ଟମାଟୋ ପେଷ୍ଟ, ତେଜପତ୍ର ଓ ଫୁଟଣ। ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ…