ଆଜି ସୋମବାର ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା
ମେଷ -
କୃତ୍ତିକା ନକ୍ଷତ୍ର ସକାଶେ ଆଜି ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଆଜି ଏହିପରି କେତେକ କାମ ବାଧ୍ୟ ବାଧକତାରେ କରିବାକୁ ପଡ଼ିବ, ଯାହାକି ବହୁ ବିଳମ୍ବରେ ସମସ୍ୟା ଭିତରେ ସମ୍ପନ୍ନ ହେବା ସୂଚନା ରହିଛି । ଘର କଥା ହେଉ କିମ୍ବା…
