Odia News Portal

ଲଘୁଚାପ ନିଷ୍କ୍ରିୟ, ଆସୁଛି ଶୀତ

ଭୁବନେଶ୍ଵର() ୨ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଲଘୁଚାପ ନିଷ୍କ୍ରିୟ ହୋଇଛି। ଆଜି ଲଘୁଚାପ ନିଷ୍କ୍ରିୟ ହୋଇଛି। ଆସାମ ଯାଏଁ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କିଛି…

ଅଫିସ୍‍ଠୁ ୧୦୦ କିଲୋମିଟର ଦୂରରେ ଫାଇଲ୍‍

ଭୁବନେଶ୍ୱର : ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍‍ ମୁଖ୍ୟମନ୍ତ୍ରୀ । ରାଜଧାନୀରେ ସଂସ୍ଥାର ଚକ ଚକିଆ ଅଫିସ୍‍ । ହେଲେ ଫାଇଲ୍‍ ରହୁଛି ପ୍ରାୟ ଶହେ କିଲୋମିଟର ଦୂରରେ । ଯେତେବେଳେ ଫାଇଲ୍‍ ଖୋଜା ପଡୁଛି ସେତେବେଳେ ଅଫିସର ଜଣେ ଦୁଇଜଣ କାର୍ମଚାରୀ ଗାଡିଧରି ଛୁଟୁଛନ୍ତି ଫାଇଲ୍‍ ଆଣିବାକୁ ।…

ପ୍ରଥମ ବିଜୟ ହାସଲ ଆଶାରେ ନର୍ଥଇଷ୍ଟ ୟୁନାଇଟେଡ଼ ଓ ଓଡିଶା ଏଫସି

ଗୁଆହାଟୀ : ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗରେ ନିଜ ନିଜର ପ୍ରଥମ ବିଜୟ ହାସଲ ଆଶା ନେଇ ଶନିବାର ଦିନ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ପରସ୍ପରକୁ ଭେଟିବେ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଏବଂ ଓଡିଶା ଏଫସି । ବାହାର ପଡିଆରେ ଗତ ବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସି ବିପକ୍ଷରେ…

ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ

କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଉଚିତ୍‌। ଏହା ଦ୍ୱାରା ସର୍କରା ସ୍ତର କମ୍‌ ହୁଏ। ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବଢ଼ାଏ କାରଣ ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ରୋଗର ସମସ୍ୟାରେ ମଧ୍ୟ…

ଏହି ଉପାୟ ଆପଣେଇ ପାଆନ୍ତୁ ଶନିଦେବଙ୍କ କୃପା

ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ଶୁଭଫଳ ଓ ଅଶୁଭଫଳ ମିଳିଥାଏ। ପ୍ରତ୍ୟେକ ଗ୍ରହଙ୍କର ନିଜର ଏକ ଦୃଷ୍ଟିଶକ୍ତି ଥାଏ। ମାତ୍ର କେତେକ ଗ୍ରହ ଯେପରି ବୃହସ୍ପତି, ମଙ୍ଗଳ ଏବଂ ଶନିଙ୍କ ପାଖରେ ଅନ୍ୟ କେତେକ ଦୃଷ୍ଟି ରହିଛି। ଶନିଙ୍କ କୃପା ପ୍ରାପ୍ତି ପାଇଁ କେତେକ ଉପାୟ ଅବଲମ୍ବନ କରାଯାଇଥାଏ।…

ହୃଦ୍‌ଜନିତ ସମସ୍ୟାଠାରୁ ବି ଦୂରେଇ ରଖେ ଅମୃତଭଣ୍ଡା

ଶରୀର ପାଇଁ ଅମୃତଭଣ୍ଡା ବେଶ୍‌ ଉପକାରୀ। ବାଡିବଗିଚାରେ ମଧ୍ୟ ଏହା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। କଞ୍ଚା ଅମୃତଭଣ୍ଡାରେ ଫାଇବର ଭରି ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର ସହ…

କେଶ ଜନିତ ବହୁ ସମସ୍ୟା ଦୂର କରେ ‘ଦହି’

ପ୍ରତ୍ୟେକ ଝିଅମାନଙ୍କର ଇଚ୍ଛା ଯେ ତାଙ୍କ କେଶ ଲମ୍ବା, ଘନ ଓ ରେଶମୀ ହେଉ। ମାତ୍ର ବର୍ତ୍ତମାନର ଜୀବନଶେଳୀ ଏପରି କେଶ ପାଇବା ଅସମ୍ଭବ ହୋଇପଡ଼ିଛି। ସମୟର ଅଭାବ ଏହାର ଏକ ମୁଖ୍ୟ କାରଣ। ଏହି କାରଣରୁ ଆମେ ଠିକ ଭାବେ କେଶର ଯତ୍ନ ନେଇପାରି ନଥାଉ। କିଛି ସହଜ ଓ ସରଳ ଉପାୟ ଦ୍ୱାରା ଆମେ କମ ସମୟରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା କେତେକାଂଶରେ ସୁଧୁରି ଯାଇଥିବାରୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଅବଶ୍ୟ ଟେନସନ୍‌ କିଛି ମାତ୍ରାରେ କମିଯିବ। ସଙ୍ଗୀତ ସମାରୋହ, ସତ୍‌ସଙ୍ଗ, ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ମାନର…

ଜମ୍ମୁ କାଶ୍ମୀରରେ ଓଡିଆ ଲୋଫ୍ଟନାଣ୍ଟ ଗଭର୍ଣ୍ଣର

ନୂଆଦିଲ୍ଲୀ() ଜମ୍ମୁ କଶ୍ମୀରର ପ୍ରଥମ ଲୋଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମୁର୍ମୁ ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡର ଓଡିଆ ଆଇ. ଏ .ଏସ ଅଫିସର ଏବଂ ମୟୁରଭଂଜ ଜିଲ୍ଲା ବେତନଟି ଅଂଚଳର ମୂଳ ବାସିନ୍ଦା । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତୀୟ…

ଲୋକେ ଜିଓ ଛାଡୁଥିବା ଦେଖି ଜିଓ ଘୋଷଣା କଲା ଏହି ସବୁ ନୂଆ ପ୍ଲାନ

ନୂଆଦିଲ୍ଲୀ() ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି । ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା । ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ…