Odia News Portal

କାଲିଠାରୁ ପଲିଥିନି ଧରିଲେ ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର() ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ବା ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ । ଗାନ୍ଧୀ ଜୟନ୍ତୀରୁ ନିୟମ ମାନିବାକୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ତେବେ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା…

ଗାନ୍ଧୀ ଜୟନ୍ତୀରେ ଶୁଭାରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ

ଭୁବନେଶ୍ୱର()  ଆସନ୍ତାକାଲିଠୁ ସହିଦ ନଗରଥାନାରୁ ‘ମୋ ସରକାର’ର କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । କାଲି ନବୀନ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ ।ଆଉ ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନା…

ବିଜେପୁର ପାଇଁ ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଚ

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଯାଂଚ ପ୍ରକି୍ରୟା । ୩ ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସହ କାଏମ ରହିଲା ୫ ଜଣଙ୍କ ନାମାଙ୍କନ ପତ୍ର । ଯାଂଚ ବେଳେ କାଟ ଖାଇଲା ଏସପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥପତ୍ର ।

କାଶ୍ମୀରର ସବୁ ଝିଅ କାହିଁକି ଏତେ ସୁନ୍ଦରୀ ? ଜାଣନ୍ତୁ ପ୍ରକୃତ କାରଣ …

ଭୁବନେଶ୍ୱର()  କାଶ୍ମୀରର  ଲୋକ ମାନେ ଅଧିକ ଗୋରା ହୋଇଥାନ୍ତି । ଖାଲି ଗୋରା ନୁହେଁ କାଶ୍ମୀରର ଝିଅମାନେ କୌଣସି ଅପସରା ବା ପରୀ ଠାରୁ କମ ନୁହଁନ୍ତି । ହେଲେ ଏହା କାରଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ... ୧- କାଶ୍ମୀର ମିଳୁଥିବା କେଶର ବିଶ୍ୱରେ ପ୍ରସିଦ୍ଧ ।…

ବଜାରକୁ ଆସିଲା ଆକ୍ଟିଭା ୧୨୫ ବିଏସ-୬

ଭୁବନେଶ୍ବର () ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆକ୍ଟିଭା ୧୨୫ ବିଏସ ୬ର ଡେଲିଭରି ଆରମ୍ଭ କରାଯାଇଛି । କଂପାନି ଏହାର ଉତ୍ସବ ପାଳନକୁ ଆରମ୍ଭ କରି ନୂଆଦିଲ୍ଲୀର ଗ୍ରାହକ ଅଙ୍କୁର ଅରୋରାଙ୍କୁ ଚାବି ହସ୍ତାନ୍ତର କରିଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା…

ଏଣିକି ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର () ୫ ତାରିଖରୁ ଟ୍ରାକରେ ଦୌଡିବ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ । ତେବେ ଏହି ଟ୍ରେନରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବ । ଯଦି ଏହି ଟ୍ରେନ ୨ ଘଂଟାରୁ ଅଧିକ ସମୟ ବିଳମ୍ବରେ ଆସେ ତେବେ ଯାତ୍ରୀଙ୍କୁ ୨୫୦ ଟଙ୍କା କ୍ଷତିପୂରଣମିଳିପାରେ ବୋଲି…

ଦକ୍ଷିଣ ଆଫ୍ରିକାରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଥିଲେ ଗାନ୍ଧୀ, ପଢ଼ନ୍ତୁ

୧୮୯୬ ମସିହା ନଭେମ୍ବର ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଓ ପିଲା ମଧ୍ୟ ଯାଇଥିଲେ । କିନ୍ତୁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ପହଂଚିବା ପୂର୍ବରୁ ତାଙ୍କ ରଚିତ ‘ଗ୍ରୀନ ପାମ୍ପଲେଟ’ ସେଠାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ।…

୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତି । ତାସହ ୩ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବର୍ଷା ହେବା ସହ ଘଡ଼ଘଡ଼ି ର ମଧ୍ୟ ସମ୍ଭାବନା ରହିଛି । ଏହାସହ ୧୩ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ସଜେଇ ହେଉଛି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଇନ୍ଧନ ନ ଥିବା ବାହାନାରେ ଚାଲୁନ ଥିଲା ଜେନେରେଟର, ସରକାରୀ ଅନୁଦାନ ପ୍ରଦାନ କରୁନ ଥିବା ଦର୍ଶାଇ ରୋଗିଙ୍କୁ ଯୋଗାଇ ଦିଆ ଯାଉ ନ ଥିଲା ଶୁଖା ଖାଦ୍ୟ, ମାସ ମାସ ସଂଖ୍ୟା ଟଏଲେଟରେ ପଡୁନ ଥିଲା ଫିନାଇଲ ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଦଳର ମହାରାଷ୍ଟ୍ର ଯାତ୍ରା

ଭୁବନେଶ୍ବର : ୨୭ତମ ଜାତୀୟ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଵାଳକ ଓ ବାଳିକା ଦଳ ସୋମବାର ରାତି ୯:୩୦ ପୁରୀ ଗାନ୍ଧୀଧାମ୍ ଏକ୍ସପ୍ରେସରେ ମହାରାଷ୍ଟ୍ର ଯାତ୍ରା କରିଛନ୍ତି । ଏହି ପତିଯୋଗିତା ମହାରାଷ୍ଟ୍ରର ନାଗପୁର ଠାରେ ଆସନ୍ତା ଅକ୍ଟୋବର ୨ ରୁ ୫ ତାରିଖ…