ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାୟପୁରକୁ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍
ପୁରୀ : ଟ୍ରେନ୍ରେ ହେଉଥିବା ଭିଡ଼ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଯାତାୟତରେ ଅସୁବିଧା ହୋଇଥାଏ। ଏହି ସମସ୍ୟାକୁ ଆଖି ଆଗରେ ରଖି କିଛି ଦିନ ତଳେ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଥିବା ବେଳେ କାଲି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଥିଲା। ଶନିବାର ଦିନ ପୁଣି…
