Odia News Portal

ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ପାଖରେ ବନ୍ଧା ପଡିଛି ତିନିଟି ଲାଭଜନକ ସଂସ୍ଥାର ଭାଗ୍ୟ

ଭୁବନେଶ୍ୱର : ରାଜ୍ୟ ସଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ହାତରେ ଏବେ ଲାଭ କରୁଥିବା ତିନି ସଂସ୍ଥାର ଭାଗ୍ୟ । ଠିକା ନିର୍ଦ୍ଦେଶକଙ୍କ ଚାକିରି ବୃଦ୍ଧି ଫାଇଲ୍‍ଟି ତାଙ୍କ ନିକଟରେ ଚାପିହୋଇ ରହିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି…

ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ବର : ମହାରାଷ୍ଟ୍ରର ୨୮୮ ଆସନ ଓ ହରିଆଣାର ୯୦ ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମହାରାଷ୍ଟ୍ରରେ ମୋଟ ୮.୯ କୋଟି ଭୋଟର ୩ହଜାର ୧୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରଛନ୍ତି । ସର୍ଭିସ ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର। ମହାରାଷ୍ଟ୍ରରେ ବିଜେପି-ଶିବସେନା…

ଆଜି ଇଭିଏମ୍ରେ ସିଲ୍ ହେବ ଭାଗ୍ୟ

ଭୁବନେଶ୍ବର  : ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାତ୍ର…

ସୁନ୍ଦରତା ବଢ଼ାଏ ଜାଇଫଳ

କବଳ ଖାଦ୍ୟରେ ନୁହେଁ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାଇଫଳଔଷଧ ଭଳି କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌ ଭଳି ପୋଷକ ତତ୍ତ୍ୱ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ… ପିଗ୍‌ମେଣ୍ଟେଶନ କମ୍‌ କରିଥାଏ – ତ୍ୱଚାର ପିଗ୍‌ମେଣ୍ଟେଶନ ଏବଂ ଡାର୍କ ସର୍କଲ ଦୂର କରିବା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ବୈଷମତାକୁ ଆପଣେଇବାକୁ ବାଧ୍ୟ ହେବେ। ଅବଶ୍ୟ ଅନାନ୍ୟ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ ଭଲରେ ବିତିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଭଆବଦ୍ଧ…

ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ

ନବରଙ୍ଗପୁର : ମାଲ ଭାଇ ସାଜିଲେ ମନୋହର ରନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ…

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ଧଉଳି ଥାନା ଇନ୍ଦିରା କଲୋନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବତୀଙ୍କ ନାଁ ଦୀପାଳି ପ୍ରିୟଦର୍ଶିନୀ । ସେ ଜଣେ ଓକିଲ ବୋଲି କୁହାଯାଉଛି । ଏଠାରେ ସେ ନିଜ ଦୁଇ ଭଉଣୀ ଓ ମାଆଙ୍କ ସହ ରହୁଥିଲେ । ଗତକାଲି ଦୀପାଳିଙ୍କ ମାଆ ଗାଁକୁ ଯାଇଥିଲେ । ଦୀପାଳିଙ୍କୁ ହତ୍ୟା…

ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୧୫ ବାଇକ ଜବତ

ଖୋର୍ଦ୍ଧା : ଚିଲିକା ଅଞ୍ଚଳରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଜଣ ଗିରଫ । ୧୫ ବାଇକ ଜବତ । ଚିଲିକା ଅଂଚଳରୁ ଏକ ବାଇକ ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ଜଣେ ଚୋରକୁ ଧରିଥିଲା । ଏହି ଲୁଟ ଘଟଣାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ଜଣାପଡ଼ିଥିଲା ।…

ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦ୍ୱିଶତକ

ରାଞ୍ଚି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଓପନର ରୋହିତ ଶର୍ମା । ଟେଷ୍ଟ କ୍ୟାରିୟରରେ ପ୍ରଥମ ଦ୍ୱିଶତକ କରିଛନ୍ତି ରୋହିତ । ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ସର୍ବାଧିକ ୧୭୭ ରନ୍ ସଂଗ୍ରହ କରିଥିଲେ । ଆଜିର ମ୍ୟାଚରେ ଛକା ମାରି…

ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଆସନ୍ତୁ ଜାଣିବା

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଟ୍ରପ୍ ଲଇନ୍ ରହିଛି । ଯାହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କିଛି କିଛି ସ୍ଥାନରେ ସକାଳୁ କୁହୁଡି ଦେଖାଯିବ । ଆଞ୍ଚଳିକ…