Odia News Portal

ସାବାଡ ହେଉଛନ୍ତି ମଦୁଆ : ପୁଲିସ୍‍ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ବର : ରାଜ୍ୟରେ ମଦୁଆ ଗାଡି ଚାଳକଙ୍କ ବିରୁଦ୍ଧରେ ପୁଲିସ୍‍ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନକୁ ଏବେ ଚାରିଆଡୁ ସାବାସୀ ମିଳିବାରେ ଲାଗିଛି । ପୁଲିସ୍‍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କୁ ଏଥିପାଇଁ ପ୍ରଶଂସାର ସୁଅ ଛୁଟୁଛି । ଏହି ଅଭିଯାନକୁ ଜାରି ରଖିବାକୁ ବି ଲୋକେ ମତ ଦେଲେଣି…

ବୋହୂଙ୍କ ପାଇଁ ୫ଟି କଥା, ଦୃଢ଼ କରନ୍ତୁ ଶାଶୁଙ୍କ ସହ ସମ୍ପର୍କ

ଭାରତୀୟ ସମାଜରେ ବିବାହ କେବଳ ଦୁଇଟି ମଣିଷକୁ ନୁହେଁ, ବରଂ ଦୁଇଟି ପରିବାରକୁ ମଧ୍ୟ ଯୋଡ଼ିଥାଏ। ଜଣେ ବୋହୂ ପାଇଁ ତା’ ଶାଶୁଘର ଲୋକଙ୍କ ସହ ସମ୍ପର୍କ ମଜଭୁତ କରିବା ବେଶ୍‌ ଜରୁରୀ ହୋଇଥାଏ। କିନ୍ତୁ ଏହି ସମ୍ପର୍କରେ ସବୁଠାରୁ କଠିନ ଥାଏ ଶାଶୁଙ୍କ ସହ ତାଳମେଳ। ଯଦି ଆପଣ ଶାଶୁଙ୍କ ସହ ପ୍ରେମଭରା…

୨୨ ବର୍ଷ ତଳର ଏକ ଘଟଣାରେ ଫସିଗଲେ ସନି ଏବଂ କରିସ୍ମା !

ବମ୍ବେ : ୨୨ ବର୍ଷ ତଳର ଏକ ଘଟଣାକୁ ନେଇ ଅଭିନେତା ସନି ଦେୱଲ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କର ଚିନ୍ତା ବଢି ବଢି ଯାଉଛି । ଏହି ସମ୍ପୂର୍ଣ ଘଟଣା ‘ବଜରଙ୍ଗ’ ଫିଲ୍ମ ସମୟର ଅଟେ । କୋର୍ଟ ଦୁଇଜଣଙ୍କ ବିରୋଧରେ ଆରୋପ ଲଗାଇଛନ୍ତି । କୋର୍ଟର କହିବା ଅନୁଯାୟୀ ସୁଟିଂ ସମୟରେ ଡାଇରେକ୍ଟର ଏବଂ…

ଦାନ୍ତକାଠିରେ ଦାନ୍ତ ଘସୁଛନ୍ତି କି ଆପଣ ? ଜାଣି ରଖନ୍ତୁ କ’ଣ ରହିଛି ଏହାର ଔଷଧୀୟ ଗୁଣ

ଦାନ୍ତ ଘସିବା ପାଇଁ ବ୍ୟବହୃତ ବିଭିନ୍ନ ଗଛର କଞ୍ଚାକାଠିକୁ ଦାନ୍ତକାଠି କୁହାଯାଏ। ରାତିରେ ସଞ୍ଚିତ ଲାଳ, ମୁଖଗନ୍ଧ ଦୂର କରିବାକୁ ଦାନ୍ତ ଘସାଯାଏ। ଦାନ୍ତକାଠିରେ ଅନେକ ଜୀବାଣୁମାରକ ଗୁଣ ଥାଏ। ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ। ଯଦିଓ ଅନେକ ଗଛରୁ ଦାନ୍ତକାଠି ତିଆରି…

‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର ରିଲିଜ୍‍

ମୁମ୍ବଇ : ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ମିଖିଲ ମୁଶଲେଙ୍କ ନିର୍ଦ୍ଦେଶିତ ଏହି କମେଡ଼ି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଟ୍ରେଲରକୁ ଲୋକେ ଖୁବ୍‍ ପସନ୍ଦ କରୁଥିବା…

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ନୁହଁନ୍ତି କମଜୋର, ତାଙ୍କ ପାଖରେ ଥାଏ ଏହି ବିଶେଷ ଗୁଣ

ମଣିଷ ଜୀବନରେ ବହୁତ ପ୍ରକାରର ସମୟ ଆସେ, କେବେ ସେ ବହୁତ ଖୁସି ହୋଇଥାଏ ତ କେବେ କେବେ କୌଣସି କାରଣରୁ ଦୁଃଖୀ ବି ହୋଇଥାଏ । କାହା ପାଇଁ ସବୁ ଦିନ ଏକ ସମାନ ହୋଇ ନଥାଏ ଓ ସୁଖ ଦୁଃଖ ସମସ୍ତଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଆପଣଙ୍କୁ ଜଣାଇ ଦେଉଛୁ କି ବହୁତ ଥର ଆମ ସମସ୍ତଙ୍କ…

ଦ୍ବିତୀୟ ଟି-ଟ୍ବେଣ୍ଟି : ଭାରତ ବିଜୟୀ, ବିରାଟ କୋହଲି ଅପରାଜିତ ୭୨ ରନ

ମୋହାଲୀ : ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ । ଅଧିନାୟକ ବିରାଟ କେହାଲୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରୀକାକୁ ୭ ୱିକେଟରେ ପରାସ୍ତ କରିଛି। ଭାରତ ପକ୍ଷରୁ ଶିଖର ଧବନ ୪୦, ରୋହିତ ଶର୍ମା ୧୨ ଓ ପନ୍ଥ ୪ ରନ କରିଥିଲେ। ବିରାଟ କୋହଲି ଅପରାଜିତ ୭୨ ରନ ଏବଂ ଶ୍ରେୟାସ ଆୟର…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜିର ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ଉତ୍କର୍ଷତା,ବନ୍ଧୁ ସମ୍ପର୍କରେ ଉନ୍ନତି ହେବ । କିନ୍ତୁ ଜନ୍ମ ଚନ୍ଦ୍ର ହେତୁ ଯାତ୍ରା,ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିପାରେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ…

ଦିଲ୍ଲୀରେ ରାଜ୍ୟ ପ୍ରକଳ୍ପକୁ ସମୀକ୍ଷା କଲେ ନବୀନ

ନୂଆଦିଲ୍ଲୀ () ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଭବନରେ କେନ୍ଦ୍ର ନିକଟରେ ଅଟକି ରହିଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଓଡିଶାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପ, ବ୍ୟାଙ୍କିଙ୍ଗ ଓ ଟେଲିକମ ନେଟୱର୍କକୁ ଅଗ୍ରାଧିକାର ଦେବାକୁ ସେ…

ସୁବାଷ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ

ଭୁବନେଶ୍ବର () ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଲା । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘ ଦିନ ଧରି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦିଗରୁ ବିଚାର କରି ସୁବାଷ ଚୌହାନଙ୍କୁ ବିକାଶ ପରିଷଦର ଅଧ୍ୟକ୍ଷ କରିଛନ୍ତି…