Odia News Portal

ବ୍ଳାଷ୍ଟର୍ସ : କେରଳର ନିଜ ଫୁଟବଲ କ୍ଳବ

ଭୁବନେଶ୍ବର : ଫୁଟବଲ ଖେଳ ପ୍ରତି କେରଳର ଭଲପାଇବା କୌଣସି ପରିଚୟ ଆବଶ୍ୟକ କରେନାହିଁ, ଏହା ଶହ ଶହ ବର୍ଷର ପୁରୁଣା ପରମ୍ପରା । କୌଣସି ଆନ୍ତର୍ଜାତିକ ମ୍ୟାଚ ହେଉ କିମ୍ବା ଖୁବ ଲୋକପ୍ରିୟ ସେଭେନ୍ସ , ପାଦରେ ବଲ ଗଡାଇବା ମାତ୍ରେ ଜୀବନ୍ତ ହୋଇଉଠେ ଖେଳର ଅନ୍ତର୍ନିହିତ ଭାବ । ଇଂରେଜ ସୈନିକ ଓ…

ବେଙ୍ଗାଲୁରୁ ଏଫସିରେ ଉଦାହରଣ ଯୋଗେ ନେତୃତ୍ୱ ନେବା ମୋର ଦାୟିତ୍ୱ ହେବ : ସୁନୀଲ ଛେତ୍ରୀ

ଭୁବନେଶ୍ବର : ବେଙ୍ଗାଲୁରୁ ଏଫସି ଏବଂ ସାଫଲ୍ୟ ଯାତ୍ରାକରନ୍ତି ଗୋଟିଏ କମ୍ପାର୍ଟମେଣ୍ଟରେ ଯାତ୍ରାକରନ୍ତି । ୨୦୧୩ ରେ ଜନ୍ମନେବା ପରଠାରୁ ବେଙ୍ଗାଲୁରୁ ପ୍ରତ୍ୟେକ ସିଜନରେ ଅନ୍ୟୁନ ଗୋଟିଏ ଟ୍ରଫି ଜିତିଥିବାବେଳେ ଖେଳିଥିବା ସବୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ।…

ଜାଣନ୍ତୁ ଭାରତର କେଉଁ ବ୍ୟକ୍ତିର ଗାଡିରୁ ଚାଲାଣ କଟାଯାଇ ପାରିବ ନାହିଁ?

ଭୁବନେଶ୍ୱର() ସାଧାରଣ ଲୋକ ଠାରୁ ଆରମ୍ଭ କରି ବଡ ଲୋକ ସମସ୍ତେ ଗାଡି ଚଳାଇଥାନ୍ତି । ଟା୍ରଫିକ ନିୟମ ବଦଳିବା ପରେ ସାଧାରଣ ଲୋକ ଅଧିକାଂଶ ସମୟରେ ଚାଲାଣ କାଟୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଭାରତର ଏମିତି କେଉଁ ବ୍ୟକ୍ତିର ଗାଡିର ଚାଲାଣ କଟାଯାଇପାରିବ ନାହିଁ ? ତେବେ ଆପଣଙ୍କୁ କହିରଖୁଛୁ…

କୁକୁଡା ଚାଷୀଙ୍କ ଗହଣରେ କୃଷିମନ୍ତ୍ରୀ ଓ ମେଡିଆ ଉପଦେଷ୍ଟା

ଭୁବନେଶ୍ବର() ଆଜି ବିଶ୍ୱ ଅଣ୍ଡା ଦିବସରେ ଭୁବନେଶ୍ୱର ଓୟୁଏଟି ପରିସରରେ ଥିବା ଭେଟେନାରି କଲେଜ ପଡିଆରେ ପ୍ରାୟ ୫ହଜାର କୁକୁଡା ଚାଷୀଙ୍କର ସମାବେଶ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୃଷମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ରାଜ୍ୟ ମିଡିଆ…

ବାପାଙ୍କ ସର୍ତ୍ତରେ ବିବାହ କରିଥିଲେ ଏହି ଅଭିନେତା,ଆଉ ତାପରେ କଣ ହେଲା ଜାଣନ୍ତୁ… 

ମୁମ୍ବାଇ () ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ…

ସବୁ ଧର୍ମକୁ ସମ୍ମାନ କରି ସାଂସଦ କଲେ ଏହି କାମ

କୋଲକାତା() ତ୍ରୁଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ଦୁର୍ଗାପୂଜାରେ ବିଶେଷ କରି ବଙ୍ଗାଳି ପରିବାରର ସଧବା ନାରୀମାନେ ମା’ଙ୍କ ସାମ୍ନାରେ ସିନ୍ଦୁର ଖେଳି ଥାଆନ୍ତି। ଏଥିରେ ଜଣେ ଅନ୍ୟ ଜଣଙ୍କ ମଥାରେ ସିନ୍ଦୁର ପିନ୍ଧାଇ…

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ କ୍ୟାପଟେନ

ଭୁବନେଶ୍ୱର() ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଆକାଂକ୍ଷୀ ଜିଲ୍ଲାରେ ୪୯ଟି ମାନକର ନିରୀକ୍ଷଣ କରିବେ ଏହି ଅଧିକାରୀ । ଏହି ଅଧିକାରୀ ମାନେ ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ଦେବେ ପ୍ରାଧାନ୍ୟ । କୃଷି ଉପôାଦନ କମିଶନର…

ଜିଓ କଲା ପୁଣି ବଡ଼ ଘୋଷଣା, ଜାଣନ୍ତୁ କଣ ?

ନୂଆଦିଲ୍ଲୀ() ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଠାରୁ ଏବେ ନନ୍ କଲିଙ୍ଗ୍ ଉପରେ ଟଙ୍କା ଚାର୍ଜ କରିବା ପାଇଁ ନିଷ୍ପତ୍ତି ନେଇଛି । ଗ୍ରାହକଙ୍କୁ ନନ୍ ଜିଓ କଲିଙ୍ଗ୍ ପାଇଁ ୬ ପଇସା ପ୍ରତି ମିନିଟ୍ ଦେବାକୁ ପଡିବ ବୋଲି ଜିଓ ଘୋଷଣା କରିଥିଲା । ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା…

ରେକର୍ଡ କଲେ କୋହଲି

ପୁଣେ() ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି। ଭାରତର ଏକମାତ୍ର…

କାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ବର()  ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୨ ତାରିଖଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।…