କଥା ନୁହେଁ କାମରେ…ଟିମ ନେଇ ମାଲକାନଗିରିରେ ପାଣ୍ଡିଆନ
ଭୁବନେଶ୍ବର : ମାଲକାନଗିରିରେ ୫ ଟି ସଚିବ ଭି କେ ପାଣ୍ଡିଆନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର…
