ଆସନ୍ତୁ ଜାଣଵା, କେତେ ଉପକାରୀ ଭଜା ରସୁଣ !
ସାଧାରଣତଃ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ରସୁଣ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟର ସ୍ବାଦକୁ ଦୁଇଗୁଣା ବୃଦ୍ଧି କରିଥାଏ। ତେବେ କେବଳ ଖାଦ୍ୟର ସ୍ବାଦ ବୃଦ୍ଧି ନୁହେଁ ବରଂ ଶରୀରର ଅନେକ ରୋଗ ଦୂର କରିବାରେ ରସୁଣ ବିଶେଷ ଭାବେ ସହାୟକ ହୋଇଥାଏ। ଖାସ୍ କରି ଭଜା ରସୁଣର ଅନେକ ଔଷଧୀୟ ଗୁଣ ରହିଛି।…
