ଆପଣ ଓଦା କେଶରେ କରୁଛନ୍ତି କି ଏଭଳି ବଦମାସୀ, ହୋଇଯାଆନ୍ତୁ ସାବଧାନ !
ଆଜିକାଲି ପ୍ରତ୍ୟେକଙ୍କ ପାଖରେ କେଶ ସମସ୍ୟା ଦେଖାଦେଉଛି। କେଶକୁ ସୁନ୍ଦର ତଥା ଆକର୍ଷଣୀୟ ଲୁକ୍ ଦେବା ପାଇଁ ଲୋକେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି, ଯାହାକି ସେମାନଙ୍କ ପାଇଁ କ୍ଷତି ପହଞ୍ଚାଉଛି। ଏଭଳି ସ୍ଥିତିରେ ଯଦି ଆପଣ କେଶର ଠିକ୍ ଯତ୍ନ ନେବାକୁ ଚାହୁଁଛନ୍ତି, ତା’ହେଲେ କୌଣସି ମହଙ୍ଗା…
