Odia News Portal

ଭାରତ ଓ ପାକର ଯୁଦ୍ଧ ହେଲେ ଏହି ଦେଶ ସହିବ ଅଧିକ କ୍ଷତି

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତନ ମୁହାଁମୁହିଁ ସ୍ତିତି ପଂହଚିଯାଇଛି । ଏମିତି କି ପାକିସ୍ତାନ ବାରମ୍ବାର ଯୁଦ୍ଧର ଧମକ ମଧ୍ୟ ଦେଉଛି । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ପ୍ରାୟ ୧୩ କୋଟି ଲୋକଙ୍କ ପ୍ରାଣ ଯିବ । ୨୦୨୫ ସୁଦ୍ଧା ଏହି ଯୁଦ୍ଧ ହେବ ବୋଲି…

ବଦଳିବ ରାଜଧାନୀ ଏକ୍ସପ୍ରେସର ରୂପରେଖା,ଦେଖନ୍ତୁ ଫଟୋ

ଭୁବନେଶ୍ୱର() ବଦଳିବ ରାଜଥାନୀ ଏକ୍ସପ୍ରେସର ରୂପରେଖା । ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର…

ତିନି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ପ୍ରଥମ ଥର ପାଇଁ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ତିନି ଅଫିସର ହେଲେ ଅବକାରୀ ବିଭାଗର ଉପ-କମିଶନର ଦିଲ୍ଲୀପ କୁମାର ନାଗ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା ଏବଂ ଡିଏଫଓ ଶରତ ଚନ୍ଦ୍ର…

ଦୁଇ ଦିନରେ ୭୭ କୋଟି

ମୁମ୍ବାଇ()  ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ୱାର ଅକ୍ଟୋବର ୨ରୁ ରିଲିଜ ହୋଇ ସାରିଛି। ଦୁଇ ଦିନରେ ଫିଲ୍ମଟି ଦମଦାର ଓପନିଂ କରିଛି । ଏହି ଫିଲ୍ମଟି ପ୍ରଡଥମ ଦିନରେ ୫୩.୩୫ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନର ବ୍ୟବସାୟରେ ହ୍ରାସ ହୋଇଛି। ଫିଲ୍ମ ସମୀକ୍ଷକ…

ଏହି ଅଭିନେତ୍ରୀଙ୍କ ସହ କାମ କରିବେନି ସଲମାନ,କାହିଁକି ଜାଣନ୍ତୁ …

ମୁମ୍ବାଇ()   ଦବଙ୍ଗ୍ ଖାନ୍ ସଲ୍ମାନ୍ ‘ରାଧେ’ ନାଁରେ ଏକ ଫିଲ୍ମରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତା ବର୍ଷ ଇଦ୍କୁ ରିଲିଜ କରାଯିବାର ଯୋଜନା ଚାଲିଛି। ଇଦ୍କୁ ଦୃଷ୍ଟିରେ ରଖି ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏହି ଫିଲ୍ମକୁ ନେଇ ଦୁଇଟି ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ହେଉଛି ଏହି ଫିଲ୍ମର ନାଁ…

ଏହିସବୁ ଜିଲ୍ଲାରେ ହେବ ଝଡବର୍ଷା

ଭୁବନେଶ୍ବର () ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଛି । ଜିଲ୍ଲାଗୁଡ଼ିକ ହେଲା…

ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ

ଭୁବନେଶ୍ବର () ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ନୂଆ ସମୟ ଅନୁଯାୟୀ, କୁଆଲାଲମ୍ପୁର-ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୯ଟାରେ ପହଞ୍ଚିବ। ସେହିପରି ଏହି ବିମାନ ୯ଟା ୩୦ରେ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଯାତ୍ରା କରିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ…

ସେବକଙ୍କ ଦାନା ପାଣି ବୁଡାଇବେ ଚଣ୍ଡାଶୋକ

ଭୁବନେଶ୍ୱର ()   ଲିଙ୍ଗରାଜଙ୍କ ସେବକ ହୋଇ ସେବା ପୂଜାରୁ ଦୂରେଇ ରହିଲେ । ଭାଇ ବିରାଦିରୀଙ୍କ ସାଙ୍ଗେ ରହିଲେ ନାହିଁ । ପରେ ସେବାନୀତି ବିକି ଦେଲେ । ସେତିକିରେ ମନ ନବୁଝିବାରୁ ଦୁଇ ସେବାୟତଙ୍କ ମଧ୍ୟରେ ଯୁଦ୍ଧ ଲଗାଇଦେଲେ । ଏବେ ନିଜ ବିରାଦିରୀର କିଛି ସେବକଙ୍କୁ ଲିଙ୍ଗରାଜଙ୍କ ଆଖପାଖରୁ…

କମିବ ଋଣ ଉପରେ ସୁଧ ହାର

ନୂଆଦିଲ୍ଲୀ()  ଶସ୍ତା ହେବ ଆପଣଙ୍କ ଲୋନ୍, ଇଏମଆଇ ଆହୁରି କମିବ । କାରଣ ଆରବିଆଇ ରେପୋ ରେଟ୍ ୨୫ବେସିକ୍ ପଏଣ୍ଟ କମାଇଛି । ଏହାସହ ରେପୋ ରେଟ୍ ୫.୧୫ରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ ଭିତରେ ଆରବିଆଇ ପଞ୍ଚମଥର ଲାଗି ରେପୋ ରେଟ୍ କମାଇଛି । ଏହାସହ ରିଭର୍ସ ରେପୋରେଟକୁ ୪.୯ ପ୍ରତିଶତ କରଛି…

ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ଦୁଇଟି ରାଶିର ଝିଅମାନେ

ଭାରତୀୟ ସଂସ୍କୃତିରେ ସବୁ ଝିଅମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି ମାନନ୍ତି । ଦେବୀ ଙ୍କ ପରି ପୂଜା ପାଉଥିବା ଝିଅମାନଙ୍କୁ ନିଜର ପବିତ୍ରତା ଦେଖାଇବାପାଇଁ କେତେଥର କଠିନ ତପସ୍ୟା କରିବାକୁ ପଡ଼ିଯାଏ । ଆଜି ଆମେ ଆପଣଙ୍କୁ କିଛି ଏମିତିଆ ରାଶି ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ…