ରହିବାକୁ ଘର ନାହିଁ, ରାସନ କାର୍ଡ କି ଦିବ୍ୟାଙ୍ଗ ଭତ୍ତା ବି ନାହିଁ
ନୂଆପଡା : ବୟସ ମାତ୍ର ୩୨ । କିନ୍ତୁ ହାତ ଗେ।ଡ ଚଳୁନି । ୨ବର୍ଷ ହେଲା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ନୂଆପଡା ବେ।ଡେନ୍ ବ୍ଲକ ପଲେନବସା ଗାଁର ପ୍ରମିଳା । ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ପାଖରେ କାଣି କଉଡି ନାହିଁ । ଫଳରେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପ୍ରମିଳା ।
ବାହାଘର…
