ପ୍ୟାଣ୍ଟ ପକେଟରେ ମୋବାଇଲ୍ ରଖିବା ପଡ଼ିପାରେ ମହଙ୍ଗା, ଜାଣନ୍ତୁ ଏହାର କ୍ଷତିକାରକ
ଭୁବନେଶ୍ୱର : ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ୍ ରହିଛି। ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ଏକ ସର୍ଭେରେ ପୁରୁଷଙ୍କୁ ମୋବାଇଲ ନିଶାରୁ ଦୂରରେ ରହିବାକୁ କୁହାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଦିନରେ ଘଣ୍ଟାଏ ମଧ୍ୟ ମୋବାଇଲରେ କଥା…
