Odia News Portal

ଏହି ଦୁଇଟି ରାଶିର ମହିଳାମାନେ ସବୁଠୁ ବୁଦ୍ଧିମତୀ

ଭୁବନେଶ୍ୱର : ଏହା ଶୁଣି ଆଚମ୍ବିତ ହେଲେ ମଧ୍ୟ ଏହା ସତ ଯେ, ରାଶି ଅନୁସାରେ ବ୍ୟକ୍ତିଙ୍କ ବୁଦ୍ଧି ଅନୁମାନ କରାଯାଏ। କାରଣ ମଣିଷ ବ୍ୟବହାରରୁ କାହାର ବୁଦ୍ଧି କେତେ ତାହା ଜଣା ପଡେ ନାହିଁ ହେଲେ ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି ଦ୍ବାରା ମଣିଷର ବୁଦ୍ଧି ଜଣାପଡିଥାଏ ବୋଲି କୁହାଯାଏ।…

ମୋତେ ଧୂମଧାମ ବା ଫ୍ୟାନ୍ସି ଢଙ୍ଗରେ ବିବାହ ପସନ୍ଦ ନୁହେଁ : ଜାହ୍ନବୀ

ବମ୍ବେ : ବଳିଉଡ ଅଭିନେତ୍ରୀ ଜାହ୍ନବୀ କପୂର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଫିଲ୍ମ ପାଇଁ ତ କେବେ ବଲିଉଡର ଦିଗ୍ଗଜ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାଇଁ। ଜାହ୍ନବୀ ନିଜେ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି- ମୁଁ ଜାଣିଛି ମୋର ବିବାହ ପାରମ୍ପାରିକ ରୀତି,ନୀତିରେ ହେବା ସହ ତିରୁପତିରେ…

ହରିଚନ୍ଦନପୁରର ସୋନାଲି ଗୁପ୍ତାଙ୍କ ନିଆରା ପ୍ରୟାସ

କେନ୍ଦୁଝର : ସ୍ୱଚ୍ଛତା ଓ ସୁନ୍ଦରତା ଏକ ଭାବନା । ସାଜସଜ୍ଜା ଉପରେ ଶିକ୍ଷା ତାଲିମପ୍ରାପ୍ତ ବିଶେଷଜ୍ଞ ଯାହା କରିପାରନ୍ତି ନାହିଁ,ତାହାକୁ ସୌନ୍ଦର୍ଯ୍ୟରେ ରୁଚି ରଖୁଥିବା ଜଣେ ଲୋକ ମଧ୍ୟ କରିପାରେ । ବିଶେଷ ଖର୍ଚ୍ଚ ନକରି ଓ ଚାରିପାଖରେ ମିଳୁଥିବା ଅଦରକାରୀ ଭଙ୍ଗା ତୁଟା ଜିନିଷକୁ ନେଇ ଘର…

ଓନାମ୍‌ ପାଇଁ ଫ୍ୟାନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ୍‌, ଆସନ୍ତୁ ଏହି ପର୍ବର ମାହାତ୍ମ୍ୟ ଜାଣିବା …

ବମ୍ବେ : ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଓନାମ୍‌ ପର୍ବ ପାଇଁ ନିଜ ଫ୍ୟାନ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ସଚିନ୍‌ ଓନାମ୍‌ ପାଇଁ ଶୁଭକାମନା ଜଣାଇଛନ୍ତି। ତେନ୍ଦୁଲକର ଦୁଇଟି ଫଟୋ ସେୟାର କରି ଖୁବ୍‌ ସୁନ୍ଦର ମେସେଜ୍‌ ଲେଖିଛନ୍ତି। ସଚିନ୍‌ଙ୍କ ସହ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ଚିନ୍ତା ବଢ଼ିଯାଇପାରେ। ପରିବାରରେ ଅବସ୍ଥା ଦେଖି…

ସହିଦନଗରରେ ହେବ ୭୦ ଫୁଟର ଲକ୍ଷେ୍ନା ରାଜପ୍ରସାଦ

ଭୁବନେଶ୍ବର() ପାର୍ବଣର ଅଗମନରେ ଧରାପୃଷ୍ଟକୁ ଆସୁଛନ୍ତି ମ’ା ଜଗତଜନୀ ଦୁର୍ଗା । ମ’ାଙ୍କ ଆଗମନକୁ ଆଖି ଆଗରେ ରଖି ରାଜଧାନୀର ସମସ୍ତ ଦୁର୍ଗପୂଜା କମିଟି ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଳାଣି । ବିଗତ ୪୦ ବର୍ଷ ଶାନ୍ତିଶୃଙ୍ଖଳା ଓ ସମ୍ପୂର୍ଣ୍ଣ ରିତିନୀତିରେ ମା’ଙ୍କ ପୂଜା ସମ୍ପର୍ଣ୍ଣ…

ଆସିଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ, ଦେଖନ୍ତୁ …

ମୁମ୍ବାଇ()ଆସିଗଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ। ୟୁଟ୍ୟୁବରେ ଏହି ଗୀତ ରିଲିଜ ହେବା ପରେ ଭ୍ୟୁଜ୍ ଏକ ଲକ୍ଷ ପାର୍ ହୋଇଛି।ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହ ରାନୁ ମଣ୍ଡଳଙ୍କ ପ୍ରଥମ ଗୀତକୁ ଫ୍ୟାନ୍ସମାନଙ୍କ ନିକଟରେ ବେଶ୍ ଆଦୃତ ହୋଇଛି।…

କାହିଁକି ଇଭେଣ୍ଟରେ କାନ୍ଦିଲେ ହିମେଶ, ଜାଣନ୍ତୁ …

ମୁମ୍ବାଇ ()  ଏକ ଇଭେଣ୍ଟରେ ବଲିଉଡ୍ ସିଙ୍ଗର୍ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ସୂଚନାଅନୁସାରେ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍ ହୀର୍’ ଫିଲ୍ମର ଗୀତ ‘ତେରୀ ମେରୀ କାହାନୀ’ ଗତକାଲି ରିଲିଜ୍ ହୋଇଛି। ଗୀତ ରିଲିଜ୍ ସମୟରେ ଭାବବିହ୍ୱଳ ହୋଇ କାନ୍ଦିବା ପକାଇଥିଲେ ହିମେଶ । ତେବେ…

କେନ୍ଦ୍ରାପଡାରେ ଦୁର୍ନୀତି ଓ ଲାଞ୍ଚକୁ ରୋକିବାକୁ ଜାରି ହେଲା ହ୍ବାଟସଆପ ନମ୍ବର

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତିକୁ ଜିରୋ ଟଲରାନ୍ସର ନାରା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରିଛି । ଜିଲ୍ଲା ପ୍ରଶାସନରେ ଦୁର୍ନୀତି ଓ ଲାଞ୍ଚକୁ ରୋକିବାକୁ ଜାରି ହୋଇଛି ଏକ ହ୍ବାଟସଆପ ନମ୍ବର । ଏହି ନମ୍ବରଟି ହେଉଛି 9439883093 । ଏହି ହ୍ବାଟସଆପ…

ମତ୍ସ୍ୟ ବିଭାଗ କାର୍ଯ୍ୟାଳୟକୁ ସପ୍ରାଇଜ ଭିଜିଟ

ଭୁବନେଶ୍ବର () ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବାଲୁଗାଁସ୍ଥିତ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ । ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ…