Odia News Portal

ବଜାରକୁ ଆସିଲା ଆକ୍ଟିଭା ୧୨୫ ବିଏସ-୬

ଭୁବନେଶ୍ବର () ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆକ୍ଟିଭା ୧୨୫ ବିଏସ ୬ର ଡେଲିଭରି ଆରମ୍ଭ କରାଯାଇଛି । କଂପାନି ଏହାର ଉତ୍ସବ ପାଳନକୁ ଆରମ୍ଭ କରି ନୂଆଦିଲ୍ଲୀର ଗ୍ରାହକ ଅଙ୍କୁର ଅରୋରାଙ୍କୁ ଚାବି ହସ୍ତାନ୍ତର କରିଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା…

ଏଣିକି ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର () ୫ ତାରିଖରୁ ଟ୍ରାକରେ ଦୌଡିବ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ । ତେବେ ଏହି ଟ୍ରେନରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବ । ଯଦି ଏହି ଟ୍ରେନ ୨ ଘଂଟାରୁ ଅଧିକ ସମୟ ବିଳମ୍ବରେ ଆସେ ତେବେ ଯାତ୍ରୀଙ୍କୁ ୨୫୦ ଟଙ୍କା କ୍ଷତିପୂରଣମିଳିପାରେ ବୋଲି…

ଦକ୍ଷିଣ ଆଫ୍ରିକାରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଥିଲେ ଗାନ୍ଧୀ, ପଢ଼ନ୍ତୁ

୧୮୯୬ ମସିହା ନଭେମ୍ବର ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଓ ପିଲା ମଧ୍ୟ ଯାଇଥିଲେ । କିନ୍ତୁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ପହଂଚିବା ପୂର୍ବରୁ ତାଙ୍କ ରଚିତ ‘ଗ୍ରୀନ ପାମ୍ପଲେଟ’ ସେଠାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ।…

୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତି । ତାସହ ୩ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବର୍ଷା ହେବା ସହ ଘଡ଼ଘଡ଼ି ର ମଧ୍ୟ ସମ୍ଭାବନା ରହିଛି । ଏହାସହ ୧୩ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ସଜେଇ ହେଉଛି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଇନ୍ଧନ ନ ଥିବା ବାହାନାରେ ଚାଲୁନ ଥିଲା ଜେନେରେଟର, ସରକାରୀ ଅନୁଦାନ ପ୍ରଦାନ କରୁନ ଥିବା ଦର୍ଶାଇ ରୋଗିଙ୍କୁ ଯୋଗାଇ ଦିଆ ଯାଉ ନ ଥିଲା ଶୁଖା ଖାଦ୍ୟ, ମାସ ମାସ ସଂଖ୍ୟା ଟଏଲେଟରେ ପଡୁନ ଥିଲା ଫିନାଇଲ ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଦଳର ମହାରାଷ୍ଟ୍ର ଯାତ୍ରା

ଭୁବନେଶ୍ବର : ୨୭ତମ ଜାତୀୟ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଵାଳକ ଓ ବାଳିକା ଦଳ ସୋମବାର ରାତି ୯:୩୦ ପୁରୀ ଗାନ୍ଧୀଧାମ୍ ଏକ୍ସପ୍ରେସରେ ମହାରାଷ୍ଟ୍ର ଯାତ୍ରା କରିଛନ୍ତି । ଏହି ପତିଯୋଗିତା ମହାରାଷ୍ଟ୍ରର ନାଗପୁର ଠାରେ ଆସନ୍ତା ଅକ୍ଟୋବର ୨ ରୁ ୫ ତାରିଖ…

ଏହି ସବୁ ଉପାୟ କଲେ, ପୁରୁଣା ଗହଣା ବି ଦେଖାଯିବ ନୂଆ

ଭୁବନେଶ୍ୱର : ନାରୀ ସବୁବେଳେ ଅଳଙ୍କାର ପ୍ରିୟ। ଏମିତି କେହି ମହିଳା ନ ଥିବେ ଯିଏ ଅଳଙ୍କାର ପ୍ରିୟ ହୋଇ ନଥିବେ। ଏହା କେଉଁ କାଳରୁ ମହିଳାଙ୍କ ପ୍ରିୟ ହୋଇ ରହିଆସିଛି। ସମୟ ସହ ତାଳ ଦେଇ ବଦଳିଛି ଅଳଙ୍କାରର ଲୁକ୍‌ ଓ ଡିଜାଇନ୍‌। ଆଜିକାଲି ମହିଳାମାନେ ବାହାଘର,ବିଭିନ୍ନ ପାର୍ଟି ଓ ଫଙ୍କସନ୍‌କୁ…

କଳାକାରଙ୍କୁ ଭିନ୍ନ ଲୁକ୍‌ ଦେଉଛି ପ୍ରୋସ୍ତେଟିକ୍‌ ମେକଅପ୍‌, ଜାଣିଛନ୍ତି ଏହା କ’ଣ ?

ଭୁବନେଶ୍ୱର : ଇଦ୍‌ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ ଭାରତ’ ରେ ସଲମାନଙ୍କ ହିରୋଇନ ହୋଇଛନ୍ତି କ୍ୟାଟ୍ରିନା କେଫ। ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଥିବା ବେଳେ ଏଥିରେ କ୍ୟାଟ୍ରିନା ଜଣେ ବୟସ୍କା ମହିଳାଙ୍କ ଭୂମିକାରେ ନଜର ଆସିବେ। ଏଥିପାଇଁ ତାଙ୍କୁ ତ୍ୱଚା ଉପରେ ବହୁତ ପରିଶ୍ରମ କରିବାକୁ…

ପାର୍ଟିକୁ ଯାଉଛନ୍ତି କି ? ପର୍‌ଫେକ୍ଟ ଲୁକ୍ ପାଇଁ ଆପଣାନ୍ତୁ କିଛି ଟିପ୍‌ସ୍‌

ଭୁବନେଶ୍ୱର : ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍‌ସନ୍‌କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍‌ ଦେବାକୁ ଚାହିଁଥା’ନ୍ତି। ତେବେ ବ୍ୟସ୍ତତା ଯୋଗୁ ପାର୍ଟିକୁ ଯିବା ପୂର୍ବରୁ ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା…

ଆପଣଙ୍କୁ ଖରାପ ସ୍ୱପ୍ନ ଡରାଉଛି କି ? ଆପଣାନ୍ତୁ ଏହି ଉପାୟ କରିବା ..

ଭୁବନେଶ୍ୱର : ରାତିରେ ଶୋଇବା ବେଳେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । କିଏ ଭଲ ସ୍ୱପ୍ନ ଦେଖିଥାଏ ତ କିଏ ଖରାପ ସ୍ୱପ୍ନ। ଭୟଙ୍କର ସ୍ୱପ୍ନ ଦେଖି ଆପଣଙ୍କ ନିଦ ଭାଙ୍ଗି ଯାଉଥିବ। କିଛି ଲୋକ ତ ପ୍ରତିଦିନ ଏପରି ଭୟଙ୍କର ସ୍ୱପ୍ନ ଦେଖିଥାନ୍ତି। ଯେଉଁଥି ପାଇଁ ସେମାନେ ଚିନ୍ତାରେ ରହିଥାନ୍ତି।…