Odia News Portal

୧୦ ଲକ୍ଷର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କନ୍ଦରପୁର-ଆୟତ୍ତପୁର ରାସ୍ତାରେ ଏକ ସୁନାଦୋକାନର ମହିଳା କର୍ମଚାରୀଙ୍କ ମୁଣ୍ଡକୁ ଭୁଜାଲିରେ ହାଣିବା ସହ ଦୋକାନ ମାଲିକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ରାତିରେ କନ୍ଦରପୁର ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ଦୁର୍ବୃତ୍ତମାନେ ଏଭଳି…

ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅନ୍ୟାୟ ଗିରଫଦାରୀ ବିରୋଧରେ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

ଗତ ଗୁରୁବାର ଦିନ ସନ୍ଧ୍ୟା ରେ ଗଞ୍ଜାମ ବିଜେଡି ପକ୍ଷରୁ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅନ୍ୟାୟ ଗିରଫଦାରୀ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ର ଆୟଜନ ହୋଇଥିଲା ।ଏହି ଅବସରରେ…

ବଡ଼ ଭଉଣୀଙ୍କ ହାତ ଗୋଡ଼ ବାନ୍ଧି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତଙ୍କୁ ଅଟକ

ଏକ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣାରେ, ପୁରୀ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଦୁଇଜଣ ଦୂର ସମ୍ପର୍କୀୟ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ବଡ଼ ଭଉଣୀର ହାତ ଏବଂ ଗୋଡ଼ ବାନ୍ଧିବା ପରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚନ୍ଦନପୁର…

ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମାନବ ଚାଲାଣ ଘଟଣା

ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମାନବ ଚାଲାଣ ଘଟଣା । ହ୍ୟୁମାନ ଟ୍ରାଫିକିଂ ଶେଷ ପାଇଁ ଚେଷ୍ଟା ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଅତ୍ୟନ୍ତ…

ବିଏମସିର ନୂଆ ନିୟମ: ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ

ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ ଦେଇଛି…

ମା’ କାଳୀଙ୍କ ମେଢ ବୁଲି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କାଳୀ ମେଢ ବୁଲି ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ସନ୍ଧ୍ୟାରେ କେନ୍ଦୁଝର ସହରର ମାଧପୁର କାଳୀ ମନ୍ଦିରକୁ ଯାଇଥିଲେ ।  ସେଠାରେ ମା କାଳୀଙ୍କୁ ଆଳତି କରି ପୁଷ୍ପାଞ୍ଜଳି ଦେଇ ଆଶୀର୍ବାଦ ନେଇଥିଲେ ।  ମନ୍ଦିର ପକ୍ଷରୁ ମା କାଳୀଙ୍କର ଏକ ଫଟୋ ଚିତ୍ର…

ପୁଲିସ ହାତରେ ମିଛ ଚାକିରି ରାକେଟ୍‌: ୨ ଗିରଫ, ୬୨ ଲକ୍ଷ ଟଙ୍କା ଜବତ

୧୨ ହଜାର ଟଙ୍କା ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)। ଏମାନେ ଏକ ବର୍ଷ ମଧ୍ୟରେ…

ରେଳ ଧାରଣାରେ ‌ରିଲ୍‌ସ କଲେ ଜେଲ୍‌

ଚଳନ୍ତା ଟ୍ରେନ୍‌ କିମ୍ବା ରେଳ ଟ୍ରାକ୍‌ ଉପରେ ରିଲ୍‌ସ କରୁଥିଲେ ସାବଧାନ। ଉଲ୍ଲଂଘନକାରୀଙ୍କୁ ଆର୍ଥିକ ଦଣ୍ଡ ସହ ଜେଲ୍‌ ହୋଇପାରେ। ରେଳ ଓ ‌ଟ୍ରାକ୍‌ ଉପରେ ସେଲ୍‌ଫି ନେବା, ଫଟୋ ଉଠାଇବା, ଭିଡିଓ କରିବା, ରିଲ୍‌ସ କରି ଦୁର୍ଘଟଣାର ଶିକାର ହେବା ଖବର ବାରମ୍ବାର ନଜରକୁ ଆସିବା ପରେ ପୂର୍ବତଟ…

ମାମୁ ଭଣଜାଙ୍କର ଗୋଡ଼ ହାତ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଲଇକେରା ଥାନା କୁଅଁରମାଲ ଗ୍ରାମର ମଳୟ ନାଏକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଗତକାଲି ବୁଧବାର ମଳୟ ଏବଂ ତାଙ୍କ ପତ୍ନୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘରେ ମଳୟଙ୍କର ପୁଅ ମନର୍ସ ଏବଂ ମାମୁ ରାତିରେ ଶୋଇଥିଲେ। ରାତି ପ୍ରାୟ ଗୋଟାଏ ବେଜେ ଚାରିଜଣ…

କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ’ଙ୍କ ଦ୍ଵାରା ବ୍ୟାସନଗର ପୌରପରିଷଦରେ ୧୦ ଗୋଟି ବିଦ୍ୟାଳୟରେ ୧୯ ଗୋଟି…

ବ୍ୟାସନଗର ପୈାରାଅଂଚଳ ସହରରେ ବର୍ତ୍ତମାନ ସମୟର ସରକାରଙ୍କ ପ୍ରୟାସ ବଳରେ ସହରର ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବିଦ୍ୟାଳୟ ଗୃହଗୁଡିକ ଏବେ ନୂତନ ରୂପ ନେଉଛି। ଏହି କ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ'ଙ୍କ କରକମଳରେ ଆଜି…