Odia News Portal

ଆସିବେ କେନ୍ଦ୍ରୀୟ ଟିମ

ଭୁବନେଶ୍ବର () ତିତଲି ବାତ୍ୟା ଓ ପରବର୍ତ୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି କେନ୍ଦ୍ରୀୟ ଟିମ । 1991 ଆଇପିଏସ ଅଫିସର ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ବରେ ଏହି ଟିମ ଗଠନ ହୋଇଛି । ବଶିଷ୍ଟ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ…

ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱରରେ କଂଗ୍ରେସର ମହିଳା ସ୍ୱାଭିମାନ ସଂକଳ୍ପ ସମାବେଶ । ଏଥିରେ ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀଙ୍କ ସମେତ ରାଜ୍ୟ କଂଗ୍ରେସର ମହିଳା ନେତ୍ରୀମାନେ ସାମିଲ ହୋଇ ମହିଳା ଅଧିକାର ସମ୍ପର୍କରେ କହିଛନ୍ତି । ଏଥିରେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଛି । ପିସିସି…

ଉପକୂଳ ଅଂଚଳରେ ବର୍ଷ। ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ଗତକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି।

ବିମାନ ବନ୍ଦରରେ ଛୁରାମାଡ

ବିଶାଖାପାଟଣା—ସେଲଫି ନେବା ବାହାନାରେ ଜଣେ ଦୁର୍ବୃର୍ତ ଇଏସଆର କଂଗ୍ରେସର ମୁଖ୍ୟ ଜଗମୋହନ ରେଡିଙ୍କୁ ଛୁରା ଭୁସିଦେବା ଫଳରେ ସେ ଆହତ ହୋଇଛନ୍ତି ତାଙ୍କ ବାମ ହାତରେ ଆଘାତ ଲାଗିଥିଲେ ମଧ୍ୟ ସେ ଅଳ୍ପକେ ବର୍ତୀଯାଇଛନ୍ତି । ବିଶାଖାପାଟଣା ବିମାନ ବନ୍ଦର ପାଖରେ ଶ୍ରୀ ରେଡିଙ୍କ ଉପରେ ଏହି ଆକ୍ରମଣ…

ଧରାପଡିଲେ ୪ ସନ୍ଦିଗ୍ଧ ବ୍ୟକ୍ତି

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇଦେବା ପରେ ତାଙ୍କ ଘର ଆଗରୁ ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ଧରିନେଇଛନ୍ତି । ସେମାନେ ଶ୍ରୀବର୍ମାଙ୍କ ଘର ଆଗରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖାଯାଇଥିଲା । ବର୍ମାଙ୍କର ଦିଲ୍ଲୀସ୍ଥିତ ଘର ଆଗରେ ଏହି…

ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ

ଆଜିଠାରୁ ପବିତ୍ର ଓ ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇଛି । କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହଜାର ହଜାର ହବିଷ୍ୟାଳିମାନଙ୍କର ସମାଗମ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦୦ ହବିଷ୍ୟାଳି ପୁରୀରେ ଆସି ପହଂଚିଛନ୍ତି । ଆଜିଠାରୁ…

ଆଜିଠୁ ଆୟାରଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କୋଣାର୍କ ପୋଲିସ

ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ୍ ଆୟାର ମିତ୍ର । କୋଣାର୍କ ଥାନା ପୋଲିସ ଅଭିଜିତ୍ଙ୍କୁ ରିମାଣ୍ଡରେ ନେବ । ଏନେଇ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ଅଭିଜିତ୍ କୋଣାର୍କର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ । ଏନେଇ କୋଣାର୍କ ଥାନାରେ ମାମଲା…

ଏସିଆନ୍ ଚାମ୍ପିୟନ୍ଶିପ୍ ହକି: ଭାରତ ବିଜୟ

ଏସିଆନ୍ ଚାମ୍ପିୟନଶିପ୍ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମ୍ୟାଲେସିଆ ସହ ମ୍ୟାଚ୍ ଡ୍ର ରଖିଥିବା ଟିମ୍ ଇଣ୍ଡିଆର ପୁରୁଷ ହକି ଦଳ ବୁଧବାର ପୁଣି ଥରେ ବିଜୟ ଟ୍ରାକ୍କୁ ଫେରିଛି। ଗତକାଲି ଟିମ୍ ଇଣ୍ଡିଆ ପ୍ରତିପକ୍ଷ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ର ହିରୋ ଥିଲେ…

ସୁନ୍ଦରୀର ସାତକୋଶିଆରେ ଆତଙ୍କ

ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି । ଆଉ ଏଭଳି ସ୍ଥିତିରେ କୁମୁରୀ ଅଂଚଳରେ ଘୁରିବୁଲୁଥିବା…

ଝାରପଡା ଜେଲର 11 ନମ୍ବର ସେଲରେ ଗୁମସୁମ

ଭୁବନେଶ୍ୱର () ମଜା ପାଇଁ ସଜ୍ଜା ପାଇଲେ । ଝାରପଡା ଜେଲର ଅନ୍ଧାରୀ କୋଠରୀରେ କାଳ କାଟୁଛନ୍ତି ଅଭିଜିତ ଆୟାର ମିତ୍ର। ଓଡିଆଂକ ସ୍ବାଭିମାନ ତଥା ଧାର୍ମିୟଭାବନାକୁ କୁଠାରଘାତ କରିବା ଅଭିଜିତଂକୁ ପଡିଛି ମହଙ୍ଗା। ଏସଡିଜେଏମ କୋର୍ଟରେ ବେଲ ନାମାଂଜୁର ପରେ ଝାରପଡାର ଜେଲର ୧୧ନମ୍ବର ସେଲର କଟୁଛି…