ଆସନ୍ତୁ ପ୍ରେସରରେ ପ୍ରସ୍ତୁତ କରିବା ସ୍ୱାଦିଷ୍ଟ ଚକଲେଟ୍ ବିସ୍କୁଟ କେକ୍
ଆମେ ସାଧାରଣତଃ କେକ୍ ବାହାରୁ କିଣି ଖାଇବାକୁ ପସନ୍ଦ କରିଥାଉ। ହେଲେ ଏହାକୁ ସହଜରେ ଓ ଅଳ୍ପ ଖର୍ଚ୍ଚରେ ଘରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଆଜି ଆସନ୍ତୁ ଜାଣିବା କିପରି ପ୍ରେସର କୁକରରେ ପ୍ରସ୍ତୁତ କରି ପାରିବା ବିସ୍କୁଟ୍ କେକ୍।
ଆବଶ୍ୟକ ସାମଗ୍ରୀ: ୨ ପ୍ୟାକେଟ୍ ଚକଲେଟ୍…
