Odia News Portal

ଅସିତ ତ୍ରିପାଠୀ ହେଲେ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ମିଳିଛି । ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେବାପରେ ରାଜ୍ୟ ସରକାର ଅସିତ ତ୍ରିପାଠୀଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର…

କଳପଡା ପୋଲ ନିକଟରେ ଠିକାଦାରଙ୍କ ଉପରକୁ ଗୁଳିମାଡ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଳପଡା ପୋଲ ନିକଟରେ ଗତକାଲି ରାତିରେ ୩ଜଣ ଠିକାଦାରଙ୍କ ଉପରକୁ କେହି ଦୁବୃର୍ତ୍ତ ଗୁଳିମାଡ କରିଛନ୍ତି । ଗୁଳିମାଡରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଗୁରୁତର ଆହତ ହୋଇଥିବା…

ନାୟକ ଭୂମିକାରେ ନଵୀନ ପଟ୍ଟନାୟକ, ୫-ଟିକୁ ଗୁରୁତ୍ବ

ଭୁବନେଶ୍ବର : ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । ୫-ଟିକୁ ଆଧାର କରି ସରକାର ଏହାକୁ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ…

ଅଡୁଆରେ ପଡିଲେଣି ବିଜପି କର୍ମୀ ଓ ମୁଖପାତ୍ର

ଭୁବନେଶ୍ୱର : ରାଜ୍ୟ ବିଜେପିର କର୍ମୀମାନେ ଏବେ କେଉଁ ଦିଗରେ ଗତି କରିବେ ତାହା ଜାଣିପାରୁ ନାହାନ୍ତି । ର୍ନିବାଚନ ପୂର୍ବରୁ ବିଜେପି-ବିଜେଡି ଅହି-ନକୁଳ ଅବତାରରେ ଥିବାବେଳେ ଏହାପରେ ପରିସ୍ଥିତି ସମ୍ପୂର୍ଣ ବଦଳି ଯାଇଥିଲା । ବିଶେଷକରି ତିନି ତଲାକ, ଆରଟିଆଇ ଓ ଧାରା ୩୭୦ ଉଚ୍ଛେଦର ବିଜେଡିର…

ନିର୍ବାଚିତ ସରକାରରେ ଜନତା ହିଁ ପ୍ରଶାସନର ଅଂଶବିଶେଷ

ଭୁବନେଶ୍ବର () ଗଣତନ୍ତ୍ରର ପରିଭାଷା ହେଲା ଲୋକ କୈନ୍ଦ୍ରୀକ ଶାସନ । ଆଉ ଏହି ଦିଗରେ ଏବେ ରାଜ୍ୟ ସରକାର ଆଗଉଛନ୍ତି । ଯାହାକୁ ପ୍ରକୃତରେ ପରିବର୍ତ୍ତନର ବୋଲି କୁହାଯାଇପାରିବ । ଏହି କ୍ରମରେ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଅନେକ ଗୁଡିଏ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି କରିଥିବା…

ପୁଣି ଭାଇରାଲ ହେଲା ରାକ୍ଷୀଙ୍କ ବାଥଟବ ଫଟୋ

ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି ବିବାଦୀୟ କୁଇନ୍ ରାକ୍ଷୀ ସାୱନ୍ତ । ବ୍ରାଇଡାଲ ଫଟୋଶୁଟ୍ ପରେ ଏବେ ରାକ୍ଷୀଙ୍କର ବାଥଟବ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନ୍ଦୁର ଲଗାଇ ମଙ୍ଗଳସୂତ୍ର ଓ ଚୁଡି ପିନ୍ଧି ବାଥ୍ଟବ୍ରେ ପୋଜ୍ ଦେଇ…

ନିଷ୍କାସନ ପରେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା

କଟକ() ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଛି। ପ୍ରଥମ ବନ୍ୟା ଜଳ ଦେଖିବା ପାଇଁ ହୀରାକୁଦ ଡ୍ୟାମରେ ଲୋକଙ୍କ ଭିଡ ଜମିଛି । ଦିନ ୧୧ ଟାରେ ୭ ନମ୍ବର ସ୍ଲୁଇସ୍ ଗେଟରୁ ବାହାରିଥିଲା ବନ୍ୟାଜଳ। ୨ ଘଣ୍ଟା ଧରି ଜଳ ନିଷ୍କାସନ ପରେ ଗେଟ୍ ବନ୍ଦ କରିଦିଆଯାଇଛି । ପରେ ଜଳ…

ନୀତି ଆୟୋଗ ବୈଠକରେ ଅରୁଣ

ଭୁବନେଶ୍ବର (): ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଗଠିତ ମୁଖ୍ୟମନ୍ତ୍ରୀମାନଙ୍କ ଉଚ୍ଚକ୍ଷମତା ସମ୍ପନ କମିଟିର ବୈଠକ ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । ଦେଶରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି…

ପରଦାକୁ ଆସିବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ()  କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଛର ପୂରା ଘଟଣାକୁ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତା ୨୦୨୦ ଅଗଷ୍ଟ ୧୫  ସ୍ୱାଧୀନତା ଦିବସ ଅବସରରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। ଏନେଇ ଟୁଇଟ୍ କରି କରିଛନ୍ତି ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ସେ…

ଅସିତ ତି୍ରପାଠୀ ପରବର୍ତ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର()  ଉନ୍ନୟନ କମିଶନର ଥିବା ଅସିତ୍ ତ୍ରିପାଠୀ ରାଜ୍ୟର ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଏ.ପି ପାଢୀ ମୁଖ୍ୟ ନିର୍ବାଚନ କମିଶନର ହେଉଥିବାରୁ ତାଙ୍କ ସ୍ତାନରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ହେବା ନିଷ୍ପତ୍ତି ହୋଇଯାଇଛି । ଏହା ମଧ୍ୟରେ ଜଳ…