Odia News Portal

ଅଡୁଆରେ ମିକା ସିଂ

ଅଡୁଆରେ ଲୋକପ୍ରିୟ ଗାୟକ ମିକା ସିଂ । ପାକିସ୍ତାନରେ ଗୀତ ଗାଇ ଅଡୁଆରେ ମିକା । ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା ଆସିଛି। ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି…

ଆସୁଛି ବଡ ବର୍ଷା, ସତର୍କ ରୁହ ୧୪ ଜିଲ୍ଲା

ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ଜିଲାରେ ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ସୋନପୁର, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା,…

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର () ସିବିଏସଇ ପକ୍ଷରୁ ନିକଟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶାଙ୍କଙ୍କୁ ଏକ ଚିଠି…

ଗୁଗୁଲ କୁଇନ ସନ୍ନି

ଗୁଗୁଲ କୁଇନ ସନ୍ନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ୦୧୯ ମସିହା ଅଗଷ୍ଟ ମାସ ପର୍ୟ୍ୟନ୍ତ ଗୁଗଲ ସର୍ଚରେ ଆଗ ଧାଡ଼ିରେ ସନ୍ନି ରହିଛନ୍ତି।ଗୁଗଲ ସର୍ଚ ସର୍ଭେନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହରୁକ୍ ଖାନ ଓ ସଲମନ ଖାନଙ୍କୁ…

ମନ୍ତ୍ରୀ ହେବ ତ ଏମିତି, ଉଦାହରଣ ସୃଷ୍ଟି କଲେ ତୁଷାରକାନ୍ତି

ଭୁବନେଶ୍ୱର : ସାଧାରଣ ମନ୍ତ୍ରୀଙ୍କ ଠାରୁ ସେ ଟିକେ ଭିନ୍ନ। ଏହା ନିଜେ ପ୍ରମାଣ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏକଥା ଏଇଥିପାଇଁ କୁହାଯାଉଛି କି, ଜଣେ ମନ୍ତ୍ରୀ ପଦ ପାଇଲା ପରେ ଯେଉଁ ଖାତିର ଦେଖାନ୍ତି, ଗର୍ବରେ ଫାଟି ପଡନ୍ତି ତାହା ତୁଷାରଙ୍କ ପାଖରେ ନାହିଁ।…

ରେଳଧାରଣରେ ପାଣି ପ୍ରବାହିତ ଯୋଗୁଁ ଟ୍ରେନ ସେବା ବ୍ୟାହତ

ଭୁବନେଶ୍ବର () ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତି ଓ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନ ରେ ରେଳଧାରଣ ଉପରେ ପାଣି ପ୍ରବାହିତ ଯୋଗୁଁ ଟ୍ରେନ ସେବା ବ୍ୟାହତ । ଗତକାଲି ରାତ୍ରି ଓ ଆଜି ସକାଳେ ଲଗାତାର ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ…

୧୫୦ତମ ଜୟନ୍ତୀରେ ଓଡିଶା ଶୁଣିବ ଗାନ୍ଧୀ କଥା

ଭୁବନେଶ୍ବର () ମାହାତ୍ମା ଗାନ୍ଧୀଙ୍କ ପ୍ରିୟଭୂମୀ ଓଡିଶା । ଆଠ ଥର ଆସି ଜାତିର ପିତା ଏହି ରାଜ୍ୟରେ ସମୁଦାୟ ଅଣାଅଶି ଦିନ ବିତାଇଛନ୍ତି ତଥା ଓଡିଶାର କୋଣ ଅନୁକୋଣକୁ ଯାଇ ସ୍ବରାଜ, ସ୍ବାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟୀକ ସଦ୍ଭାବ, ନିଶା ନିବାରଣ ଆଦିର ବାର୍ତ୍ତା ବାଣ୍ଟିଛନ୍ତି ।…

ପ୍ରେମ ପାଇଁ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ ସୈାରଭ

ସୈାରଭ ଗାଙ୍ଗୁଲି ଏକ ଉଚ୍ଚକୋଟୀର ବ୍ୟାଟସମ୍ୟାନ ଥିଲେ କିନ୍ତୁ ବୋଲିଂରେ ବି ସେ କମ୍ ନଥିଲେ। ତାଙ୍କୁ ଟିମରେ ଦାଦା କହି ଡକାଯାଉଥିଲା। କ୍ରିକେଟ ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏକ ଅଭିନେତ୍ରୀଙ୍କ ପାଇଁ ପତ୍ନୀଙ୍କୁ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ସେ।…

ଏହି ବଲିଉଡର ଅଭିନେତ୍ରୀଙ୍କୁ ଭଲ ପାଉଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ ଇମ୍ରାନ ତିନିଥର ବିବାହ କରିଥିଲେ । ତେବେ ୯ବର୍ଷ ପରେ ସେମା ସେ ବ୍ରିଟିସ୍ କୋଟିପତି ଜେମିମା ଗୋଲ୍ଡସ୍ମିଥ୍ଙ୍କୁ ବିବାହ କରିଥିଲେ। ତେବେ ୯ବର୍ଷ ପରେ ସେମାନଙ୍କର…

ଆଜି ଶ୍ରୀଦେବୀଙ୍କ ଜନ୍ମଦିନ

ଆଜି ଦିବଙ୍ଗତ ସୁପରଷ୍ଟାର୍ ଶ୍ରୀଦେବୀଙ୍କ ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ତାମିଲ ହୋଇଥିବା ବେଳେ ମା’ ତେଲଗୁ ଥିଲେ। ଶ୍ରୀଙ୍କ ପିତା ଜଣେ ଭଲ ଓକିଲ ଥିଲେ। ୯୦ ଦଶକରେ ଫିଲ୍ମ ହିଟ୍ ହେବା ପାଇଁ କୌଣସି ପୁରୁଷ ସୁପରଷ୍ଟାରଙ୍କ ଠାରୁ…