କ୍ୟାଟ୍ରିନ୍ଙ୍କ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା
ମୁମ୍ବାଇ : ରଣବୀର କପୁର ଓ କ୍ୟାଟ୍ରିନା କୈଫ୍ଙ୍କ ବ୍ରେକ୍ଅପ୍କୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ୟା ମଧ୍ୟରେ ରଣବୀର ବଲିଉଡ୍ର ଅନ୍ୟତମ ଲୋକପ୍ରିୟ ହିରୋଇନ୍ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିସାରିଲେଣି। ଏମିତି କି ଏ ବର୍ଷ ଶେଷ ଆଡ଼କୁ ଅବା ଆସନ୍ତା ବର୍ଷ ପ୍ରାରମ୍ଭରେ ଦୁହେଁ ବାହା ହେବେ…
