Odia News Portal

କାଳିଆ ଯାଂଚ ଅବଧି ବଢିଲା

ଭୁବନେଶ୍ୱର () କାଳିଆ ଯୋଜନାର ହିତାଧିକାରୀ ମାନଙ୍କ ସମ୍ପର୍କରେ ହେଉଥିବା ଯାଂଚ ପ୍ରକି୍ରୟାର ସମୟସୀମାକୁ ରାଜ୍ୟ ସରକାର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏସମ୍ପର୍କରେ ସମୀକ୍ଷା କରିବା ପରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଧା…

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

ଭୁବନେଶ୍ବର()  ଗଣଶିକ୍ଷା ବିଭାଗର ର ନୂଆ ନିଷ୍ପତ୍ତି।ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷରୁ ଏହି ନିୟମ…

ଆଧାର ଜରିଆରେ ଏବେ ୧୦ରୁ ଅଧିକ ଟ୍ରେନ ଟିକେଟ ବୁକିଂ କରିପାରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଆଧାର କାର୍ଡ ଜରିଆରେ ଟ୍ରେନ ଯାତ୍ରା କରିବା ବହୁତ ସହଜ ହୋଇଯିବ। ଭାରତୀୟ ରେଳବାଇ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ରେ ଟ୍ରେନ ବୁକିଂ କରିବା ପାଇଁ ଆଧାର ଭେରିଫିକେସନ କରିବା ପରେ ୧୨ଟି ଟ୍ରେନ ଟିକେଟ ବୁକ୍‌…

ଲଗାଣ ବର୍ଷାରେ ବାଲିଗୁଡାର ସ୍ଥିତି ବେହାଲ, ଘରେ ପସିଲା ପାଣି

କନ୍ଧମାଳ : ବାଲିଗୁଡା ଏନଏସିରେ ବର୍ଷାର ବିଭୀଷିକା । ଲଗାଣ ବର୍ଷାରେ ବାଲିଗୁଡାର ସ୍ଥିତି ବେହାଲ ହୋଇ ପଡିଛି । ଜାତୀୟ ରାଜପଥ ୫୯ ଉପରେ ଦୁଇ ଫୁଟର ପାଣି ଚାଲିଛି । ଛଅ ନମ୍ବର ୱାଡର ବହୁ ଲୋକଙ୍କ ଘରେ ପାଣି ପସିଯାଇଛି । ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିଯାଇଛି। ଫଳରେ ଲୋକେ ଦୁର୍ଦ୍ଦଶା…

ତିନ ତଲାକ୍‌ ଅଭିଯୋଗ ପରେ ପୋଲିସର ତନାଘନା

ବାଲେଶ୍ୱର : ଭୋଗରାଇ ଅଞ୍ଚଳରୁ ତିନ ତଲାକ୍‌ ଅଭିଯୋଗ ପରେ ପୋଲିସର ତନାଘନା । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ଭୋଗରାଇ ଥାନା ପୋଲିସ । ଏତଲା ପରେ ୧୪୭ / ୧୯ ଅନୁସାରେ ମାମଲା ରୁଜୁ ହୋଇଛି । ଆଇନ ଅନୁସାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ…

୨ଶହ ପେଟିରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଦ ଜବତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାର ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକରୁ ଚୋରା ବିଦେଶୀ ମଦ ଜବତ । ଟ୍ରକ୍ ରୁ ମଦ ଅନଲୋଡିଂ ଚାଲିଥିବା ବେଳେ ବହଳଦା ଥାନା ପୋଲିସ ଟ୍ରକକୁ ଜବତ କରିଛି । ଟ୍ରକରେ ଥିବା ୨ଶହ ପେଟିରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଦର…

‘ଆମ କନ୍ଧମାଳ’ ଅଭିଯାନ ଶୁଭଆରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତକି ଯବୁ ଦିବସ ଅବସରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଫୁଲବାଣୀ ଟାଉନ ହଲ୍‍ଠାରେ  ‘ଆମ କନ୍ଧମାଳ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରବଳ ବର୍ଷା ସତ୍ତେ୍ୱ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ହଜାର ହଜାର ଯବୁ କ ଯୁବତୀ ସାମିଲ୍‍ ହୋଇଥିଲେ । ଏହି ଅବସରରେ…

ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ଉଦଘାଟନ

ଭୁବନେଶ୍ବର : ଆଜି ସୈନିକସ୍କୁଲ ପଡିଆରେ ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥିଭାବେ କ୍ରୀଡା ବିଭାଗ ନିର୍ଦ୍ଦେଶକ  ଆର. ଭିନିଲ୍ କ୍ରିଷ୍ଣା  ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ସୈନିକସ୍କୁଲ ପୂର୍ବଭାରତୀୟ ଜୋନରୁ ସୈନିକସ୍କୁଲ…

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ସ୍ୱାଗତ

ଭୁବନେଶ୍ୱର : କର୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତିଦିବସ ଦିନ ତାମିଲ୍ନାଡୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ତମ ରାଜୀବ ଜ୍ୟୋତି ସଦ୍ଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ସ୍ୱାଗତ କରିବା…

ପୁଣି ଅଡୁଆରେ କଣ୍ଟ୍ରାଭର୍ସି କ୍ୱିନ ରାକ୍ଷୀ

ମୁମ୍ବାଇ ()  ଲୁଚା ଚୋରାରେ ଜୁଲାଇ ୨୮ ତାରିଖରେ ରାକ୍ଷୀ ସାୱନ୍ତ ମୁମ୍ବାଇର ମାରିୟଟ ହୋଟେଲରେ ବିବାହ କରିଥିଲେ। ହେଲେ ବିବାହକୁ ପ୍ରଥମେ ରାକ୍ଷୀ ବ୍ରାଇଡଲ ଫଟୋସୁଟ୍ ବୋଲି କହୁଥିଲେ। ପରେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିବା ସ୍ପଷ୍ଟ କରିଛନ୍ତି। ବିବାହ ଖବର ଭାଇରାଲ ହେବା ପରେ ଅନେକ…