ପ୍ରତାପ ଜେନାଙ୍କ ହଠାତ୍ ସ୍କୁଲ ପରିଦର୍ଶନ
ରାଉରକେଲା : ପିଲାଙ୍କୁ ପାଠପଢ଼ାଇଲେ ମନ୍ତ୍ରୀ। ଖାଲି ପାଠ ପଢ଼ାଇ ନାହାନ୍ତି ପିଲାଙ୍କ ସହ ଭାବବିନମୟ ମଧ୍ୟ କରିଛନ୍ତି। ଯାହା ସୁନ୍ଦରଗଡ ଜିଲ୍ଲା ସୁନ୍ଦରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସୁନ୍ଦରଗଡ ଜିଲ୍ଳା ଗସ୍ତରେ ଅଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା। ସେ ମଧ୍ୟ ସ୍କୁଲକୁ ଯାଇ…
