Odia News Portal

ଦ୍ବିତୀୟ ଦିନ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ବର : ଆଜିବି ଉପବାସରେ ମହାପ୍ରଭୁ ଲିଙ୍ଗରାଜ । କ୍ରମାଗତ ଦ୍ବିତୀୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ ୭ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ମହାପ୍ରଭୁଙ୍କ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଦାବିରେ…

ବିପଦ ହୋଇପାରେ ଅତ୍ୟଧିକ ଆତ୍ମପ୍ରଚାର !

ଭୁବନେଶ୍ୱର : ଅତ୍ୟଧିକ ଆତ୍ମପ୍ରଚାର ଏବେ କିଛି ମନ୍ତ୍ରୀଙ୍କ ପାଇଁ ବିପଦ ହେବାକୁ ଯାଉଛି । ପ୍ରତିଦିନ ଗଣମାଧ୍ୟମରେ ଯେଭଳି ନିଜ ନିଜ ପ୍ରଚାରରେ ମାତିଛନ୍ତି ତାହାକୁ ଉପର ମହଲରେ ପସନ୍ଦ କରାଯାଉନଥିବା ସୂଚନା ମିଳିଛି । ଏଭଳି ପ୍ରଚାର ଉପରେ ସତର୍କଦୃଷ୍ଟି ରଖିବାପାଇଁ କିଛି ଅଧିକାରୀଙ୍କୁ…

ବାୟୁସେନାରେ ସାମିଲ ହେଲା ଆପାଚେ ହେଲିକପ୍ଟର, ଶତ୍ରୁଙ୍କର ହଜାଇବ ନିଦ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ ଆପାଚେ ଏଏଚ୍ ୬୪ ଇ ହେଲିକପ୍ଟର । ଏହି ହେଲିକପ୍ଟର ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ । ପ୍ରାଥମିକ ପର‌୍ୟ୍ୟାୟରେ ଏହାକୁ ପାକିସ୍ତାନ ସୀମା ନିକଟବର୍ତ୍ତୀ ପଠାନକୋଟ ଏୟାରବେସରେ ସାମିଲ କରାଯିବ । ଆକାଶପଥରୁ ଆଖି…

ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା

ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି ପ୍ରୟାସ। ଏଠାରେ ତିଆରି ହୋଇଛି ଏକ ପାଠଶାଳା। ଯେଉଁଠାରେ ପ୍ରତିଦିନ ଶ୍ରମିକଙ୍କ ପିଲାଙ୍କୁ ପ୍ରାୟ…

ମନୁ-ସୌରଭଙ୍କୁ ସ୍ବର୍ଣ୍ଣ, ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଜେନିରୋ : ଏଠାରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ୍‌ରେ ଭାରତର ଷ୍ଟାର୍‌ ଶୁଟର୍‌ ମନୁ ଭାକର ଓ ସୌରଭ ଚୌଧୁରୀ ଯୋଡ଼ି ମିକ୍ସଡ୍‌ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଯୋଡ଼ିଦାର ଯଶସ୍ବିନୀ ଦେଶଓ୍ବାଲ ଓ…

ସିନିୟର ମହିଳା କ୍ରିକେଟର୍‌ ମିଥାଲିଙ୍କ ଅବସର

ନୂଆଦିଲ୍ଲୀ : ଭାରତର ସିନିୟର ମହିଳା କ୍ରିକେଟର୍‌ ମିଥାଲି ରାଜ ମଙ୍ଗଳବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୨୧ ଆଇସିସି ବିଶ୍ୱକପ୍‌କୁ ନଜରରେ ରଖି ମିଥାଲି ୫୦ ଓଭର ବିଶିଷ୍ଟ କ୍ରିକେଟ୍‌ ଉପରେ ଫୋକସ୍‌ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ୩୬ ବର୍ଷୀୟା ମିଥାଲି…

୪୫ କିମି ପାଣିରେ ପହଁରି ଏକାଠି କଲେ ୪୨ ଲକ୍ଷ ଟଙ୍କା

ବୟସ ମାତ୍ର ୧୬ ବର୍ଷ। ହେଲେ ସେ ଏଭଳି କାମ କରି ଦେଖାଇଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ନିଶ୍ଚତ ରୂପେ ଉଦାହରଣ ସାଜିବ। ୧୬ ବର୍ଷର ବାଳିକା ଏଞ୍ଜଲ ମୋରେ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ୨ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଏହି ଅର୍ଥରାଶି ପାଣିରେ…

ରାଜ୍ୟ ବ୍ୟାଡ୍ ମିଣ୍ଟନ ଚାମ୍ପିୟନ୍ସିପ୍ ୨୦୧୯ ଉଦ୍ ଯାପିତ

ଭୁବନେଶ୍ୱର : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଭାଗୀତାରେ ଓଡିଶା ରାଜ୍ୟ ବ୍ୟାଡ୍ ମିଣ୍ଟନ  ଆସୋସିଏସନ୍ ତରଫରୁ ଚଳିତ ମାସ ୨୮ ତାରିଖ ଠାରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶହୀଦ ନଗର ଇଣ୍ଡୋର ଷ୍ଟାଡିୟମ୍ରେ ‘ରାଜ୍ୟ ବ୍ୟାଡ୍ ମିଣ୍ଟନ ଚାମ୍ପିୟନ୍ସିପ୍…

ପୁଣି ଥରେ ବଲିଉଡକୁ କରିବେ କମବ୍ୟାକ ତନୁଶ୍ରୀ ଦତ୍ତା

ଭାରତୀୟ ସିନେମାରେ ‘ମି ଠୁ’ ଆନ୍ଦୋଳନ ଆରମ୍ଭ କରିଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କର ଆଉ ବିଦେଶରେ ରହିବା ପାଇଁ ଇଛା ନାହିଁ। ପୁଣି ଥରେ ତନୁଶ୍ରୀ ବଲିଉଡକୁ ଫେରିବା ସହ କାମ କରିବା ମଧ୍ଯ ଆରମ୍ଭ କରିସାରିଲେଣି। ରିପୋର୍ଟ ଅନୁଯାୟୀ ତନୁଶ୍ରୀ ଦତ୍ତାଙ୍କୁ ହିନ୍ଦୀ ଫିଲ୍ମରେ କାମ…

ଜାଣନ୍ତୁ ଲଭ୍ ଲାଇଫରେ କାହିଁକି ମିଳିଥାଏ ଧୋକା

କୁହାଯାଏ ଯେ ପ୍ରେମ ଏକ ବହୁତ ସୁନ୍ଦର ସମ୍ପର୍କ। ଏହା ଏକ ଏମିତି ଅନୁଭବ ଯେ ଏହା ବିଷୟରେ କହିଲେ ସାରା ଜୀବନ ମଧ୍ୟ କମ୍ ପଡିଯିବ। ଏମିତିରେ ଯଦି ଏହି ସମ୍ପର୍କରେ ଧୋକା ମିଳିଥାଏ ତେବେ ପ୍ରେମ ଶବ୍ଦରୁ ବିଶ୍ବାସ ଉଠି ଯାଇଥାଏ। କୁହାଯାଏ ଯେ ଯେଉଁମାନଙ୍କ ଜୀବନରେ ଥରେ ଧୋକା ମିଳିଛି ସେ ଅନ୍ୟ…