ସକାଳୁ ଉଠୁ ଉଠୁ ମୋବାଇଲର ବ୍ୟବହାର କରୁଛନ୍ତି କି ?
ଆଜିକାଲି ଦୁନିଆରେ ସ୍ମାର୍ଟଫୋନ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ଏହି ଡିଭାଇସର ଆମ ଜୀବନଶୈଳୀ ଉପରେ ଏତେ ମାତ୍ରାରେ ପ୍ରଭାବ ପଡିଛି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ଏହାକୁ ଛାଡି ଆମେ ରହିପାରୁନାହୁଁ । ବର୍ତ୍ତମାନ କମ୍ପ୍ୟୁଟରଠୁ ନେଇ ଲାପଟପ…
