ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା : ‘ବ୍ୟାଡ୍ମ୍ୟାନ୍’ ଗୁଲ୍ଶନ
ମୁମ୍ବାଇ : ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା କଥା ଯଦି ବିଚାରକୁ ନିଆଯାଏ, ତେବେ ଅନେକ ଅଭିନେତାଙ୍କ ପ୍ରାରମ୍ଭିକ ଜୀବନ ସହଜ ନ ଥିଲା। ବହୁ କଷ୍ଟ କରି ସେମାନେ ନିଜର ପରିଚୟ…
