Odia News Portal

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜି ଆପଣ ସଭାସମିତିରେ,ବନ୍ଧୁଗହଣରେ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗୀକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୈାଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କିମ୍ବା…

ଦବଙ୍ଗ ଅନୁଷ୍କା

ଫିଲ୍ମ ‘ଜିରୋ’ ପରେ ଆଉ ଦେଖିବାକୁ ମିଳୁ ନ ଥିବା ଅନୁଷ୍କା ଶର୍ମା ବହୁତ ଦିନ ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଆସିବେ । ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ଦର୍ଶକଙ୍କର ପ୍ରିୟ ହୋଇଥିବା ଅନୁଷ୍କା ଆଉ ଏକ ଭିନ୍ନ ଭୂମିକାରେ ଆସୁଛନ୍ତି । ଏଥର ତାଙ୍କୁ ଖାକି ପୋଷାକରେ ଦେଖିବାକୁ ମିଳିବ…

ସରକାରଙ୍କ ନୂଆ ଘୋଷଣା,୩୨୮ ଟଙ୍କାରେ ଏଲପିଜି ଗ୍ୟାସ

ନୂଆଦିଲ୍ଲୀ() ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣନ କରୁଛି। ଜ୍ଜଳା ଯୋଜନା ଦ୍ବାରା ଭାରତର କୋଟି କୋଟି ମହିଳା ଉପକୃତ ହେଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ସରକାର ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳା ପାଇଁ ଖୁସି ଖବର ଆଣିଛି। ମୋଦି ସରକାର ପୁଣି ଏକ ଖୁସି…

୩ କୋଟିରୁ ବି ଅଧିକ ଦେଖା ଯାଇଥିବା ଭିଡିଓ, ଜାଣନ୍ତୁ

ନୂଆଦିଲ୍ଲୀ () ଭୋଜପୁରି ସିନେମା ଜଗତର ସୁପରଷ୍ଟାର ପବନ ସିଂ ଓ ଅଭିନେତ୍ରୀ ଆମ୍ରପାଲି ଦୁବେ ଲମ୍ବା ସମୟ ପରେ ସିନେମାରେ ଏକା ସାଙ୍ଗେ ନଜର ଆସିଥିଲେ । ଫିଲ୍ମ ‘ମେନେ ଉନକୋ ସଜନା ଚୁନ ଲିଆ’ ରେ ଦୁହେଁ କେବଳ ଗୋଟିଏ ଗୀତ ‘ଭତାର କୋ ଭୁଲ ଜାଓଗେ’ ନଜର ଆସିଥିଲେ । ସେହି ଗୀତରେ ଦୁହେଁ ମିଶି…

ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର () ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ଦୃଷ୍ଟିରୁ ରାଜ୍ୟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।୤ ପାର୍ବଣ ସମୟରେ ସାଧାରଣତଃ କିଛି ଅସାମାଜିକ ଯୁବକ ତଥା ବ୍ୟକ୍ତି ବିଶେଷ ପୂଜା ନାମରେ ସାଧାରଣ ଲୋକ, ଗାଡି ଚାଳକ ଓ ବାଣିଜ୍ୟିକ ଅନୁଷ୍ଠାନମାନଙ୍କରୁ ବେଆଇନ ଓ ବଳପୂର୍ବକ ଭାବେ…

ସୋସିଆଲ ମିଡିଆର ଶିକାର ହେଲେ ରାନୁ

ମୁମ୍ବାଇ () ରାନୁମଣ୍ଡଳଙ୍କ ପ୍ରତିଭା ତାଙ୍କୁ ଆଜି ଏକ ନୂଆ ଜୀବନ ଦେଇଛି । ହିମେଶ ରେଶମିଆଙ୍କ ସହ ସେ ତାଙ୍କର ୩ୟ ଗୀତ ରେକର୍ଡିଂ ମଧ୍ୟ ସାରିଛନ୍ତି । ରାନୁଙ୍କ ଏକ ଫଟୋ ପୁଣି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ରାନୁଙ୍କୁ ଖୋଦ ଲତା ମଙ୍ଗେସ୍କର ଆଶୀର୍ବାଦ ପ୍ରଦାନ…

୨୪ ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର()  ରାଜ୍ୟରେ ଆସନ୍ତା ୨୪ ଘଣ୍ଟା  ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର ୮ଟି ଜିଲ୍ଲାରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

୫ ପର୍ୟ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବୃଦ୍ଧି

ନୂଆଦିଲ୍ଲୀ()  ବଢିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ରିମାଣ୍ଡର ଅବଧି । ମଙ୍ଗଳବାର ଆଇଏନ୍ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ ଅର୍ଥାତ୍ ଗୁରୁବାର ପର୍ୟ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ଆଇଏନଏକ୍ସ ମିଡିଆ…

ଅକ୍ଟୋବରରେ ହେବ ଭାରତ-ପାକିସ୍ତାନ ଯୁଦ୍ଧ

ପାକିସ୍ତାନ() ଅକ୍ଟୋବର ମାସରେ ହେବ ଭାରତ-ପାକିସ୍ତାନ ଯୁଦ୍ଧ । ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତ୍ରୀ ଶେଖ ରଶୀଦ ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ଆସନ୍ତା ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ସିଏ କହିଛନ୍ତି । ପାକିସ୍ତାନ…

ଚୀନର ଲଭ ଏକ୍ସପ୍ରେସ

ଚୀନରେ ଦଉଡୁଛି “ଲଭ୍ ସ୍ପେଶାଲ” ଟ୍ରେନ । ୧୦୦୦ରୁ ଅଧିକ ଯୁବକ ଏବଂ ଯୁବତୀ ଏକ ସ୍ପେଶାଲ ଟ୍ରେନରେ ଏକା ସାଙ୍ଗରେ ଯାତ୍ରା କରିଛନ୍ତି । ଏହି ଯୁବକ-ଯୁବତୀମାନେ କୌଣସି ଗନ୍ତବ୍ୟ ସ୍ଥଳେ ଅଭିମୁଖେ ଯାତ୍ରା କରୁ ନଥିଲେ ବରଂ ଜୀବନସାଥୀ ଖୋଜିବା ଯାତ୍ରା କରୁଥିଲେ । ଏହି ଯୁବକ-ଯୁବତୀ ଚଳିତ ମାସ…