Odia News Portal

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବନ୍ଧତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ ଏକାଦଶ ଚମ୍ପିଆନ

ଭୁବନେଶ୍ୱର : ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବନ୍ଧତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ ଏକାଦଶ ଚମ୍ପିଆନ ହୋଇଛି । ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଟିମ୍ ଟାଟା ଷ୍ଟିଲ୍ ଏକାଦଶ, ମିଡିଆ ଏକାଦଶ, ଲିଡର୍ସ ଏକାଦଶ ଏବଂ ବ୍ୟୁରୋକ୍ରାଟ୍ସ ଏକାଦଶ…

ଖାଲି ପଡ଼ିଥିବା ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ପଦବୀ ପୂରଣ କରାଯାଉ

କଟକ : ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ପୋଲିସ, ଏବେ ମାଗୁଛି ନିଜ ପାଇଁ ସୁରକ୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ପୋଲିସ ଆସୋସିଏସନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଯେଭଳି ଆଇନ କରାଯାଇଛି,…

ଆର୍ୟଲ୍ୟାଣ୍ଡରେ ଅମ୍ବାତି ରାୟିଡୁଙ୍କ ଧମାଲ, ୫୮ଟି ବଲରେ୧୦୦ ରନ

ନୂଆଦିଲ୍ଲୀ : ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଭାରତୀୟ ଟିମର ମୁଖ୍ୟ ଚୟନ କର୍ତ୍ତା ଏମଏସକେ ପ୍ରସାଦ ଗତ ରବିବାର ଦିନ ମୁମ୍ବାଇ ଓ୍ବାଙ୍ଖ​‌ଡେ ଷ୍ଟାଡିୟମରେ ଖେଳାଳିଙ୍କ ନାଁ ଘୋଷଣା କରିଥିଲେ। ୨୦୧୯ ବିଶ୍ବକପରେ ସାମିଲ ଥିବା ଅମ୍ବାତି ରାୟିଡୁଙ୍କୁ ଏମଏସକେ ପ୍ରସାଦ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ…

କଂଗ୍ରେସର ୧୧ ଓ ଜେଡିଏସର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ବେଙ୍ଗାଲୁରୁ : ଦୁଇ ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ୟେଦ୍ୟୁରପ୍ପାଙ୍କ ନୂଆ ସରକାର ବହୁମତ ସାବ୍ୟସ୍ତ କରିବା ପୂର୍ବରୁ କର୍ଣ୍ଣାଟକ ନାଟକରେ ଆସିଛି ନୂଆ ମୋଡ । କର୍ଣ୍ଣାଟକ ବାଚସ୍ପତି କେ.ଆର. ରମେଶ କୁମାର…

ବାଲେଶ୍ବରରେ ମାତିଛନ୍ତି ଲୁଟେରା : ୨୫ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ଅଳଙ୍କାର ଦୋକାନରୁ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଗହଣା । ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ଗହଣା ଦୋକାନରୁ ୫୦୦ ଗ୍ରାମ ସୁନା ଓ ୧୫କେଜି ରୂପା ଲୁଟି ନେଇଛନ୍ତି । ଅଳଙ୍କାର ଦେ।କାନରେ ଲୁଟ୍ ପରେ ବଜାର ସ୍ଥିତ ସିଣ୍ଡିକେଟ ବ୍ୟାଙ୍କ ଏଟିଏମରୁ…

କ୍ୟାବିନେଟ ବୈଠକରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର()  ସରିଲା କ୍ୟାବିନେଟ ବୈଠକ । ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଲିଥିବା ସୂଚନା ମିଳିଛି । ମାସର ଚତୁର୍ଥ ଶନିବାର ଛୁଟିଦିବସ ଥିବା ସତ୍ତ୍ବେ ବିଧାନସଭା ଚାଲୁଥିବାରୁ ଅନ୍ୟନ୍ୟ କେତୋଟି ବିଲ ଆଣିବାକୁ କ୍ୟାବିନେଟ ମୋହର ମାରିଛନ୍ତି । କ୍ୟାବିନେଟରେ ପଞ୍ଚାୟତିରାଜ ବିଭାଗର ବସୁଧା…

ଡ୍ୟାନ୍ସ ବାର୍ ଉପରେ ପୋଲିସ ଚଢଉ

ଭୁବନେଶ୍ବର()  ରାଜଧାନୀରେ ବେଆଇନ୍ ଡ୍ୟାନ୍ସ୍ ବାର ଉପରେ ପୋଲିସର ଚଢଉ । କଟକ ରୋଡରେ ୧୧ଟି ବାରରେ ରେଡ୍ । ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୧୧ଟି ବାର୍ ଉପରେ ପୁଲିସ ଚଢ଼ଉ କରିଥିଲା। ସେଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ଅଟକ ରଖିଥିଲା। ରାଜ୍ୟ ବାହାରୁ ବାର୍…

ବଦଳି ହେଲେ ଆଇଆଇସି ପ୍ରଭୁକଲ୍ୟାଣ

ବାଲେଶ୍ୱର()  ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ୟ୍ୟଙ୍କ ବଦଳି କରାଯାଇଛି । ଜଳେଶ୍ୱର ଇଡ଼କୋ ଛକରେ ଢାବାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା ନେଇ ଲଙ୍କାକାଣ୍ଡ ପରେ ବାଲିଆପାଳ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସପି ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣଙ୍କ ବଦଳି କରି…

ଓଡିଶା ବାହାରେ ସାରଥୀ

କଟକ() ଓଡିଶା ବାହାରେ ସାରଥୀ ଓରଫ ସନ୍ତୋଷ ରାଉଳ । ଏହି ସୂଚନା ସାରଥୀଙ୍କ ଓକିଲ ମାନସ କୁମାର ଚାନ୍ଦ ଦେଇଛନ୍ତି । ସେ କହିଛନ୍ତି, ଆଇଓଙ୍କୁ ଜଣାଇ ରାଜ୍ୟ ବାହାରକୁ ଯାଇପାରିବେ । ଯାଇଥିବା ସ୍ଥାନ ଓ ଫୋନ ନମ୍ବର ବା ଠିକଣା ଦେଇ ସାରଥୀ ବାହାରକୁ ଯାଇଛନ୍ତି । ତେବେ ସାରଥୀ ଏବେ କେଉଁ ସ୍ଥାନରେ…

ବିଧାନସଭାରେ ଋଷିଗଲେ ବିଧାୟକ ମୋହନ

ଭୁବନେଶ୍ବର() ବିଧାନସଭାରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ନମିଳିବାରୁ ରୁଷିଗଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବୀ ନୋଟିସ୍ ଆଲୋଚନା ବେଳେ ଉପବାଚସ୍ପତି ତାଙ୍କୁ ସଂକ୍ଷେପରେ କହିବାକୁ କହିବାରୁ ସେ ରୁଷିଥିଲେ। ପରେ ଉପବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ସେ ତାଙ୍କ ବକ୍ତବ୍ୟ ରଖି…