କାହିଁକି ଷ୍ଟେସନରେ ଭିକାରୀ ପାଲଟିଥିଲେ ରାନୁ,ଜାଣନ୍ତୁ ପୁରା ଘଟଣା …
ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ଷ୍ଟେସନର ଗୀତ ଗାଉଥିବା ରାନୁ ମଣ୍ଡଳ। ଆଜି ସମଗ୍ର ଦେଶର ହୃଦୟରେ ରାଜ କରୁଛି ରାନୁଙ୍କ ଗୀତ। ରାନୁଙ୍କୁ ବଲିଉଡ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ ରେସେମିୟାଁ ମଧ୍ୟ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି।ତେବେ କାହିଁକି ଷ୍ଟେସନରେ ଭିକାରୀ…
