ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା
ପୁରୀ ଶ୍ରୀମନ୍ଦିର ଜବରଦଖଲ ଉଚ୍ଛେଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦୁଇଟି ଭିନ୍ନ ଭିନ୍ନ ମାମଲାକୁ ଖାରଜ କରିଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ବୟାନକୁ ସଂଜ୍ଞାନକୁ ନେଇ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ଫଳରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାଏମ ରହିଛି ।…
