ପାଟକୁରା ନିର୍ବାଚନ ପ୍ରଚାର ସରିଲା : ଏବେ ଛାତି ଧଡ ଧଡ
କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ପାଇଁ ଆଜି ପ୍ରଚାର ସରିଛି । ପ୍ରଚାର ସାରି ମବୀ, ବିଧାୟକ ଓ ଅନ୍ୟ ଦଳୀୟ
ନେତାମାନେ ପାଟକୁରା ସୀମା ପାର୍ ହୋଇଛନ୍ତି । ଏଠାରେ ବିଜେଡି ଜିଣିବା ଏକ ପ୍ରକାର ନିଶ୍ଚିତ ଥିଲେ ବି ବହୁ ନେତାଙ୍କ
ଛାତି ଏବେ ଧଡ ଧଡ । ବିଶେଷକରି ବିଭିନ୍ନ ଇଲାକା ଦାୟିତ୍ୱରେ…
