Odia News Portal

କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଓଡ଼ିଶ ପଞ୍ଚାୟତର ୧୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ଵରେ, ବିଜେଡି ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପାଖରେ ପହଞ୍ଚି ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗଦେଇଛନ୍ତି ।

ଲୋକପ୍ରିୟ ନବୀନ – ସୁରତରେ ବି ନମ୍ବର ୧

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ନମ୍ବର ଓାନ, ସୁରତରେ ବି ନମ୍ବର ୧ । ସୁତରରେ ଆୟୋଜିତ ଓଡିଆ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ପହଁଚିଥିବା ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱଶିତ ସମ୍ବର୍ଦ୍ଧନା ମିଳିଛି । ପ୍ରାୟ ୩ ଲକ୍ଷ ସୁରତର ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ…

ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା

ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦରମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା…

କେଉଁ କାରଣରୁ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି ଜାଣନ୍ତି କି ?

ଆଜିର ସମୟରେ କାମର ଚାପ ଅଧିକ ରହିବା ହେତୁ ପ୍ରାୟ ସମସ୍ତେ ରହୁଛନ୍ତି ଚିନ୍ତିତ ଏବଂ ଚାପଗ୍ରସ୍ତ। କିନ୍ତୁ ଦେଖିବାକୁ ଗଲେ ସମସ୍ତ ସ୍ଥାନରେ ପୁରୁଷଙ୍କ ଅପେକ୍ଷା ମହିଳା ରହୁଛନ୍ତି ଅଧିକ ଚିନ୍ତିତ ଏବଂ ଚାପଗ୍ରସ୍ତ। ତେବେ ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପ୍ରମାଣିତ…

ରାହୁଲଙ୍କ ଇସ୍ତଫା ଦାବୀ କଲେ ରୂପାନୀ

ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ଆଜି ପଶିଯାଇଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ରୂପାନୀଙ୍କ ଅନୁପସ୍ଥିତିରେ ତାଙ୍କ ଘର ଗୁଜୁରାଟରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶିଯାଇଛନ୍ତି । ଏହାର ଅର୍ଥ ହେଉଛି ନବୀନ ଆଜି ଗୁଜୁରାଟ ଗସ୍ତରେ ଥିବା ବେଳେ…

ତିତଲି କ୍ଷୟକ୍ଷତିର ମୁକାବିଲା ପାଇଁ ହଜାରେ କୋଟିର କେନ୍ଦ୍ରୀୟ ସହାୟତା

ଭୁବନେଶ୍ବର () ବାରମ୍ବାର ଦାବି ପରେ ଶେଷରେ ମିଳିଲା ତିତଲି କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା । ଓଡିଶାକୁ ତିତଲି କ୍ଷୟକ୍ଷତିର ମୁକାବିଲା ପାଇଁ ୧ ହଜାର ୨୩ କୋଟି ୫୯ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମଂଜୁର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି ଅର୍ଥ ଏନଡିଆରଏଫ ପାଣ୍ଠିରୁ…

ଚାଷୀଙ୍କ ହକ ପାଇଁ ବିଜେଡିର କେନ୍ଦ୍ର ବିରୋଧୀ ସଂଗ୍ରାମ

ଭୁବନେଶ୍ବର (): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏହାର ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ପରମ୍ପରା ଓ ଚଳଣି କୃଷିଭିତ୍ତିକ । କୃଷି ଓ କୃଷକ ଓଡ଼ିଶାର ଅର୍ଥନୀତି ଓ ସମାଜର ବୃହତ୍ତର ଅଙ୍ଗ । ରାଜ୍ୟର ଅର୍ଥନୀତି ପ୍ରତି କୃଷକମାନଙ୍କ ପରିଶ୍ରମ ଓ ତ୍ୟାଗର ଅବଦାନ ରହିଛି । କିନ୍ତୁ ଚାଷୀ ତା’ର…

ଆରମ୍ଭରୁ ନୀତି ବିଭ୍ରାଟ

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ନୀତି ବିଭ୍ରାଟ ଦେଖାଦେଇଛି। ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ଭିତରେ ଚାଲିଥିବା ବିବାଦର ସିଧାସଳଖ ପ୍ରଭାବ ଆଜି ପହିଲି ଭୋଗରେ ପଡ଼ିଛି। ଯେଉଁଥିପାଇଁ ରାତି ୩ଟାରେ ହେବାକୁ ଥିବା…

୪ ଜିଲ୍ଲାରେ ପ୍ରବଳ ବର୍ଷା

ପେଥାଇ ପ୍ରଭାବରେ ଘଂଟା ପ୍ରତି ୨୩ କିଲୋମିର ବେଗରେ ଉପକୂଳ ମୁହାଁ ହୋଇଛି ବାତ୍ୟା । ଏବେ ଠାରୁ ଆନ୍ଧ୍ର କାକିନାଡା ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ପ୍ରତିକୂଳ ପରିସ୍ଥିତ ଯୋଗୁଁ ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହୋଇଯାଇଛି । ପେଥାଇ ସ୍ଥଳଭାଗ ଛୁଇଁବା ପରେ ବର୍ଷା…

ଭୁବନେଶ୍ବରରେ ଜାଗି-ମୋହନ ଭାଗବତ ଭେଟଘାଟ

ଭୁବନେଶ୍ବର () ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆଜି ତାଙ୍କ ଗସ୍ତର ଶେଷ ଦିନ ହୋଇଥିବା ବେଳେ ଗତକାଲି ତାଙ୍କୁ ଭୁବନେଶ୍ବରସ୍ଥିତ ଆରଏସଏସ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଭେଟିଥିଛନ୍ତି । ଏହି ଭେଟଘାଟ…