ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା
ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବାବେଳେ ଫ୍ୟାନ୍ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନର ନୁହେଁ। କିଛିଦିନ ତଳର। ଏଥିରେ ସେ ଖୁବ୍ ମୋଟି ଦେଖାଯାଉଛନ୍ତି।
ସାରା…
