Odia News Portal

ପରଲୋକରେ ବାଲିଗୁଡାର ପୂର୍ବତନ ବିଧାୟକ

ବାଲିଗୁଡା : ପରଲୋକରେ ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ । ଆଜି ଭୋର ୪ଟାରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିଲା । ସାହୁରା ମଲ୍ଲିକ କଂଗ୍ରେସର ଜଣେ ଦକ୍ଷ ନେତା ଥିଲେ ।…

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ବର :  ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ ମିନିଟରେ ବୈଠକ ବସିବ । ଏହି ବୈଠକରେ ପ୍ରାୟ ୮ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । କ୍ୟାବିନେଟ୍ ଅନୁମୋଦନ ପାଇଁ କୃଷି, ବିଦ୍ୟାଳୟ ଓ…

ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ

ଗଞ୍ଜାମ : ପୁଣି ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ । ସାପକାମୁଡ଼ାରେ ଆହତ ଯୁବକଙ୍କୁ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ ପରିବାର ଲୋକ। ସଂକୀର୍ତ୍ତନକରି ପାଣି ଢଳାଗଲା କିନ୍ତୁ ଫଳ କିଛି ହେଲାନି । ପରେ ଡାକ୍ତରଖାନା ନେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଚା ଓ କଫି ମଧ୍ୟରେ କେଉଁଟି ରହିଛି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରି

 କିଛି ଲୋକ ଚା ଓ କଫିରୁ ହିଁ ନିଜ ଦିନର ଆରମ୍ଭ କରିଥାନ୍ତି । କାହାକୁ ଚା ଅଧିକ ଭଲ ଲାଗେ ତ ଆଉ କାହାକୁ କଫି । ଏହି ଦୁଇଟି ମଧ୍ୟରୁ ଆମ ଶରୀର ପାଇଁ କେଉଁଟି ଅଧିକ ଲାଭଦାୟକ । ଆପଣ ମଧ୍ୟ ଜାଣିବାକୁ ଚାହୁଁଥିବେ ଏହି ଦୁଇଟି ମଧ୍ୟରୁ କେଉଁଟି ଆପଣଙ୍କୁ ତାଜା କରି ରଖିଥାଏ । ଆମ ଶରୀରକୁ ଦିନସାରା…

ଚର୍ଚାରେ ଗୁଣୁପୁର ଉପଜିଲ୍ଲାପାଳ : ଝାଡୁଦାର ହାତରେ କରାଇଲେ ପତକା ଉତ୍ତୋଳନ

ରାୟଗଡା : ଗୁଣୁପୁର ପୈାରପରିଷଦ କାର୍ଯ୍ୟାଳୟ ରେ ଆଜି ୭୩ ତମ ସ୍ବାଧିନତା ଦିବସ ପାଳିତ ହୋଇଛି। ପୈାର ପରିଷଦର ପ୍ରଶାସନିକ ଅଧିକାରି ତଥା ଉପଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦର ଆଜି ଅତିଥି ରୁପେ ପୈାର ପରିଷଦରେ ଜାତୀୟ ପତାକା ଉତ୍ତୋଳନ କରିବା ସକାଶେ ଉପସ୍ଥିତ ରହିଥିଲେ।…

ରାଜ୍ୟର ୩୯ ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ବର : ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା ଦିବସରେ ଏହି ସମ୍ମାନଜନକ ପଦକ ମିଳିଛି । ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ପୋଲିସ ସାହସିକତା ମେଡାଲ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ମେରିଟୋରିୟସ୍‌ ସେବା ପଦକ ମିଳିଛି। ଆଜି…

ଅନୀଲ କୁମାର ସାମଲ ଅସୁସ୍ଥ

ଖୋର୍ଦ୍ଧା : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅସୁସ୍ଥ ।  ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ  ସ୍ୱାଧୀନତା ଦିବସ ପାଳନ ବେଳେ  ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି RDC । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ…

ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା ନେଇ ଉତ୍ତେଜନା

ଜଳେଶ୍ବର : ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା ନେଇ ଉତ୍ତେଜନା ଦେଖାଦେଇଛି । ଜୀଇଁ ଉଠିଛନ୍ତି ଡାକ୍ତରଖାନାରୁ ମଶାଣି ଯାଇଥିବା ରୋଗୀ । ଜୀଅନ୍ତା ରୋଗୀଙ୍କୁ ମୃତ ଘୋଷଣା କରିଥିବାରୁ ତାତିଛନ୍ତି ଗାଁ ଲୋକେ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ସରକାରୀ ଡାକ୍ତରଖାନାରେ ଏଭଳି…

ତୃତୀୟ ଦିନିକିଆ : ଓ୍ଵଷ୍ଟଇଣ୍ଡିଜ୍‌କୁ ୬ ଓ୍ଵିକେଟ୍‌ରେ ହରାଇ ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌ : ତୃତୀୟ ଦିନିକିଆରେ ଘରୋଇ େଓ୍ଵଷ୍ଟଇଣ୍ଡିଜ୍‌କୁ ୬ ଓ୍ଵିକେଟ୍‌ରେ ହରାଇ ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକ ସିରିଜ୍‌ ବିଜୟୀ ହୋଇଛି । ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ବି ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚ୍‌କୁ ୩୫ ଓଭରକୁ କମାଇ ଦିଆଯାଇଥିଲା । ଏଥିରେ…

ଅସିତ ତ୍ରିପାଠୀ ହେଲେ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ମିଳିଛି । ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେବାପରେ ରାଜ୍ୟ ସରକାର ଅସିତ ତ୍ରିପାଠୀଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର…