୩ ଯାଏ ଲାଗି ରହିବ ବର୍ଷା
ଭୁବନେଶ୍ୱର() ଉତ୍ତର ଓ ଉପକୂଳ ଓଡିଶା ସମେତ କେନ୍ଦ୍ରୀୟ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଲଘୁଚାପ ଆଢୁକା ଘନୀଭୂତ ହେଉଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ହୋଇପାରେ । ଏଥିପାଇଁ ଆଜି ୮ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ…
