Odia News Portal

ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି :ନବୀନ

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ବ ଚାମ୍ପିଅନସିପ ହାସଲ କରିଥିବା ପ୍ରମୋଦ ଭାଗତ ଏବଂ…

ଏଣିକି ବୈଜ୍ଞାନିକମାନେ ପ୍ରସ୍ତୁତ କରିବେ ମାଂସ, ଜାଣନ୍ତୁ କିପରି …

ମାଂସ ଖାଇବା ପାଇଁ ଆମକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପଶୁଙ୍କୁ ହତ୍ୟା କରିବାକୁ ପଡୁଛି । ଯଦି ମାଂସ ପାଇଁ ଏହିମାତ୍ରାରେ ପଶୁ ମାନଙ୍କୁ ହତ୍ୟା କରାଯାଏ ତାହେଲେ ୨୦୫୦ ମସିହା ବେଳକୁ ଆମେ ଆଉ ମାଂସର ଆବଶ୍ୟକତାକୁ ପୁରଣ କରିପାରିବା ନାହିଁ । ଆସୁଥିବା ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇଆଇଟି…

ଭୁବନେଶ୍ୱର କ୍ରୀଡ଼ା ଆକାଶର ଉକ୍ରଳ ତାରକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :   ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜସେବା ସମାରୋହ ହୋଇଥିଲା । ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ପୁରସ୍କୃତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର…

କୃଷି ନିର୍ଦ୍ଦେଶାଳୟରେ ମନ୍ତ୍ରୀ, କର୍ମଚାରୀ ଛାନିଆ

ଭୁବନେଶ୍ୱର : କୃଷି ବିଭାଗର ସଂସାର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କୃଷିମନ୍ତ୍ରୀ ଅରୁଣ ସାହୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜେ ସକାଳ ୧୦ଟାରୁ ଅଫିସ କରୁଥିବା ବେଳେ ସରକାରୀ ନିର୍ଦେଶ ଅନୁଯାୟୀ କୃଷି ବିଭାଗର କର୍ମଚାରୀମାନେ ବି ସମାୟାନୁବର୍ତ୍ତି ହେବାକୁ ନିର୍ଦେଶ ଦେଇଛନ୍ତି ।…

ଖୁସି ଖବର : ୭ରେ ଓଡିଶାରେ ପହଁଚିବେ ଜଗା କାଳିଆ

ଭୁବନେଶ୍ବର : ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା…

ଆଜି ମନେ ପଡ଼ନ୍ତି ଏହି ମହାନ୍ ଖେଳାଳି

ଭୁବନେଶ୍ବର : ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ଦିନ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଏଥିସହ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର…

ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍

ମୁମ୍ବାଇ : ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ କୁମାର ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍ ହୋଇସାରିଲେଣି । ସୋସିଆଲ ମିଡିଆରେ ଏବେ ଲଗାତର ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଖୁସାଲୀ ସୋସିଆଲ ମିଡିଆ ନେଟୱର୍କିଂ ସଇଟରେ ବହୁତ ଆକ୍ଟିଭ୍ ରହୁଛନ୍ତି । ସେ ନିଜ ଗ୍ଲାମର୍ସ ଫଟୋ ସେୟାର କରୁଛନ୍ତି ।…

୯ଜିଲ୍ଲା ସତର୍କ ରୁହ

ଆଜି ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତରପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ନଅଟି ଜିଲ୍ଲାରେ ପ୍ରବଳ ବର୍ଷିବ । ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଢେଙ୍କାନାଳ,…

ପ୍ରତିଶ୍ରୁତିର ପାପ ମୁଣ୍ଡାଇବ କିଏ ?

ଭୁବନେଶ୍ୱର : ଚଳିତବର୍ଷ ସାୟତ୍ତଶାସନ ଦିବସରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଇଲାକାରେ ଅନେକଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯୋଜନା ହୋଇଛି । ଏଥିପାଇଁ ପ୍ରଶାସନ ଲାଗି ପଡ଼ିଥିବାବେଳେ ଯୋଗଦେବା ପାଇଁ ଜନପ୍ରତିନିଧିମାନେ ନାହାନ୍ତି । ତେବେ ଗତ କିଛିବର୍ଷ ଧରି…

ଖାଲି ପପୁ ନୁହଁନ୍ତି, ରାନୁ ମଣ୍ଡଳଙ୍କ ଗୀତରେ ଯୁବପିଢୀବି ପାଗଳ

ଭୁବନେଶ୍ୱର : କେତେବେଳେ ଏବଂ କେମିତି କାହା ଭାଗ୍ୟ ଖୋଲିଯିବ ତାହା ଜାଣିବା ଜମା ସହଜ ନୁହେଁ । ଏଇ ଯେମିତି ରାନୁ ମଣ୍ଡଳ । ରେଲୱେ ଷ୍ଟେସନରୁ ଗୀତ ଗାଉଥିଲେ, ଆଉ ଆଜି ହିମେଶ ରେଶମିୟାଙ୍କ ସହ ଗୀତ ଗାଉଛନ୍ତି । ଅନେକ ବଡ ବଡ ଅଫର୍ ମଧ୍ୟ ଆସିଲାଣି । ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ମଧ୍ଯ…