Odia News Portal

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଦୀପଙ୍କୁ ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ ଦିଆଯାଇଛି । ମୋନା ଶର୍ମା- ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସଞ୍ଜୀବ ଚୋପ୍ରା – ଗୃହ ବିଭାଗର…

ମୋଦି ସରକାରଙ୍କୁ ଝଟକା

ନୂଆଦିଲ୍ଲୀ : ଆଉ ଲୁଚି ରହିନାହିଁ ଦେଶର ଆର୍ଥିକ ମାନ୍ଦାବସ୍ଥା। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସୁନେଲି ସ୍ୱପ୍ନ ଦେଖୁଥିବା ମୋଦି ସରକାରଙ୍କୁ ଲାଗିଛି ଝଟକା। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି। ଏପ୍ରିଲରୁ ଜୁନ୍‌ରେ ଦେଶରେ ଜିଡିପି ୫ ପ୍ରତିଶତକୁ ଖସିଛି।…

ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା

ଭୁବନେଶ୍ବର : ପୋଲିସକୁ ଲୋକଙ୍କ ନିକଟତର କରିବା ପାଇଁ ତ୍ବରିତ ଓ ଉଚ୍ଚମାନର ପୋଲିସ ସେବା ସହ ପୋଲିସର ବ୍ୟବହାରିକ ଉନ୍ନତି ଏବଂ ସ୍ବଚ୍ଛତାକୁ ସୁନିଶ୍ଚିତ କରିବାକୁ ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା । ଏଥିପାଇଁ ଆଜି ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଦିନିକିଆ କର୍ମଶାଳାର ଆୟୋଜନ…

ପୁବୁ ସାହି ନିକଟରେ ବସ୍ ଓଲଟି ୩ମୃତ ଓ ୧୫ରୁ ଅଧିକ ଆହତ

ଭୁବନେଶ୍ୱର : ଖୋର୍ଦ୍ଧା ପୁବୁ ସାହି ନିକଟରେ ଏକ ଯାତ୍ରୀବାହି ବସ ଓଲଟି ପଡ଼ିଛି । ବସ ଓଲଟି ସେଥିରେ ୩ଜଣ ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଠାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନାରାୟଣୀ ବସ ଭୁବନେଶ୍ୱରରୁ କଳାପଥର…

ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କଲେ ସାରଥି

କେନ୍ଦ୍ରାପଡ଼ା : ଜେଲରୁ ମୁକୁଳିବା ପରେ ସନ୍ତୋଷ ରାଉଳ ଓରଫ ସାରଥି ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି ସାରଥି । ଆର୍ଥିକ ସ୍ଥିତି ଭଲ ନଥିବାରୁ ସର୍ତ୍ତ କୋହଳ ପାଇଁ…

ପୁରୀରେ ରାନୁ ମଣ୍ଡଳ, କାହିଁକି ପଢନ୍ତୁ

ପୁରୀ  : ସୋସିଆଲ ମିଡିଆ ଓ ବଲିଉଡରେ ସନସନି ମଚାଇଥିବା ରାନୁ ମଣ୍ଡଳ ପୁରୀରେ । ବଲିଉଡରେ ପ୍ଲେବ୍ୟାକ ସିଙ୍ଗର ଭାବେ କାମ କରିବାର ସୁଯୋଗ ପାଇବା ପରେ ସେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଦେବାକୁ ପୁରୀ ଆସିଛନ୍ତି । ରେଲୱେ ଷ୍ଟେସନରୁ ବଲିଉଡର ରଙ୍ଗୀନ ମାହୋଲ । ରାତାରାତି ଷ୍ଟାର ବନିଗଲେ…

୩୦ ବର୍ଷ ପରେ ବି ମନେ ପଡେ ସୁକାନ୍ତିଙ୍କ ଏଇ ଅଭିନୟ

ଭୁବନେଶ୍ବର : ଶେଖର ! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡି ଯାଇପାରିବି ନାହିଁ। ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ…

ଭୁଜାଲିରେ ଆକ୍ରମଣ ପରେ ଲୁଟ, ୪ ଗୁରୁତର

କେନ୍ଦ୍ରାପଡ଼ା : ରାଜ୍ୟରେ ଦିନକୁ ଦିନ ଡକାୟତି ମାମଲାରେ ବଢ଼ିବାରେ ଲାଗିଛି । ସଶସ୍ତ୍ର ଡକାୟତମାନେ ରାତି ଅଧରେ ଘର ଭିତରେ ପଶି ପରିବାର ଲୋଙ୍କୁ ଆକ୍ରମଣ କରି ଲୁଟ କରୁଛନ୍ତି । ବୁଧବାର ରାତିରେ କଟକରେ ଜଣକ ଘରେ ଏଭଳି ଘଟିଥିବାବେଳେ ଗୁରୁବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମାନ ଘଟଣା…

ଭିଜିଲାନ୍ସ ଜାଲରେ ସରପଞ୍ଚ ..

ଭଣ୍ଡାରିପୋଖରୀ : ଭିଜିଲାନ୍ସ ଜାଲରେ ଦମ୍ପତ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଙ୍ଗୀତା ଖଣ୍ଡେଇ ଏବଂ ତାଙ୍କ ସ୍ବାମୀ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଲେଶ୍ବର…

ଏନଏଚ-୪୯ ମରାମତି ଦାବି କଲା ବିଜେପି

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି । ଦେବଗଡ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ…