ରାଜଧାନୀରେ ପୁଣି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ, ୨୦୨୦ରେ ଫିଫା ବିଶ୍ୱକପ
ଭୁବନେଶ୍ୱର : ଗତବର୍ଷ ପୁରୁଷ ହକି ୱାଲ୍ଡ କପ ସଫଳତା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମକୁ ପୁଣି ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମିଳିଛି । ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ଫୁଟ ବଲ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡ଼ିୟମ ଶୀର୍ଷରେ ଥିବା ଫିଫା ପକ୍ଷରୁ ସୂଚନା ମିଳିଛି ।
୨୦୨୦ରେ…
