ଲଭ୍, ସେକ୍ସ ଓ ଧୋକା ଦେଇ ଯୁବକ ଫେରାର
ଉଦଳା : ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକା ସହିତ ସଂପର୍କ ସ୍ଥାପନ କରିବା ପରେ ନାବାଳିକାଙ୍କୁ ଗର୍ଭବତୀ କରି ଏବେ ଯୁବକ ଫେରାର । ଅନ୍ଧ ବାପା ଝିଅକୁ ଧରି ଚାରିଆଡେ ସାହାଯ୍ୟ ପାଇଁ ବୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ…
