ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ
ରାଜ୍ୟରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବାର ଦାବି କରୁଥିଲେ ମଧ୍ୟ ବାସ୍ତବପକ୍ଷେ ତାହା ସଂକ୍ରମଣ ହାରକୁ ହ୍ରାସ କରିବାରେ ସକ୍ଷମ ହୋଇନି । ଓଲଟା ପ୍ରତିବର୍ଷ ଏହି ସଂକ୍ରମିତଙ୍କ ହାର!-->…
