ପାଟକୁରା ପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ଗ୍ରହଣ
ଭୁବନେଶ୍ବର() ୨୦ରେ ହେବ ପାଟକୁରା ନିର୍ବଚନ ।ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା…
