Odia News Portal

ବ୍ଲାକମେଲିଂ କରିବା ମହଙ୍ଗା ପଡିଲା, ୪ ନକଲି ସାମ୍ବାଦିକ ଗିରଫ

ବରଗଡ଼ :  ବରଗଡ ଜିଲ୍ଲା  ଶିଳ୍ପ କେନ୍ଦ୍ର ଅଧିକାରୀଙ୍କୁ ବ୍ଲାକମେଲିଂ କରିବା ମହଙ୍ଗା ପଡିଲା।ବରଗଡ ଟାଉନଥାନା ପୋଲିସ ୪ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲଫୋନ, ଆଇପଡ, ଲାପଟପ, ଆଇଡେଣ୍ଟିଟି କାର୍ଡ, ଗୋଟିଏ କ୍ୟାମେରା, ବୁମ ସମେତ ସେମାନେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉର୍ବଶୀଙ୍କ ମେସେଜ ନେଇ ଚର୍ଚ୍ଚା

ଉର୍ବଶୀ ରୌଟେଲା ଓ ହାର୍ଦିକ ପାଣ୍ଡ୍ୟାଙ୍କ ରିଲେସନ ନେଇ ପୁଣି ଉଠିଛି ଚର୍ଚ୍ଚା । ଏଥର ଚର୍ଚ୍ଚାର ଆଧାର ହେଉଛି ଭାରତ-ପାକ ମ୍ୟାଚ ପୂର୍ବରୁ  ହାର୍ଦିକଙ୍କୁ ଉର୍ବଶୀ ମେସେଜ କରିଥିବା ନେଇ। ରିପୋର୍ଟ ଅନୁସାରେ ଉର୍ବଶୀ ହାର୍ଦିକଙ୍କୁ ୱାଲର୍ଡ କପ୍‌ର ଭାରତ-ପାକ୍‌ ମ୍ୟାଚ୍‌ର ୨ଟି ଟିକେଟ୍‌…

ୱାର୍ଲଡ କପ୍ ରୁ ଵାଦ ପଡିଲେ ଶିଖର ଧାୱନ

ଶିଖର ଧାୱନ ୱାର୍ଲଡ କପ୍ ରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ଖେଳିବେ ଋଷଭ ପନ୍ଥ। ଅଷ୍ଟ୍ରେଲିଆ ବିପକ୍ଷରେ ଗତ ୱାର୍ଲଡ କପ୍ ମ୍ୟାଚ୍ ବେଳେ ପେଟ୍ କମିଙ୍ଗସଙ୍କ ଏକ ବଲ ଧାୱନ ଆହତ ହୋଇଥିଲେ। ତାଙ୍କ ବାମ ହାତ ଆଙ୍ଗୁଠିରେ ବଲ ବାଜିଥିଲା। ସେତେବେଳେ ଧାୱନ ୧୦୯ ରନ କରି…

ଥରିଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର()  ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୫.୪୬ ତୀବ୍ରତା ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କେତେ ରହିଛି ତାହାକୁ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରାଯାଇନାହିଁ । ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ…

ଫଳ ପ୍ରକାଶ ପାଇଲା ଓଜେଇଇ ୨୦୧୯ ପ୍ରବେଶିକା

ଭୁବନେଶ୍ବର () ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ର ଫଳ ପ୍ରକାଶ ପାଇଛି । ସ୍ଥାନୀୟ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ସମ୍ମିଳନୀ କକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯…

ସନ୍ନିଙ୍କୁ ଇସିଙ୍କ ନୋଟିସ

ନୂଆଦିଲ୍ଲୀ()   ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ। ନିର୍ବାଚନ କମିଶନ ଲୋକସଭା ପ୍ରାର୍ଥୀଙ୍କ ଉପରେ ସମୁଦାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ରଖିଥିଲେ। ତେବେ ବର୍ତ୍ତମାନ ସନ୍ନି ଦିଓଲ ନିର୍ବାଚନୀ…

ଆରମ୍ଭ ହେଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର()  ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକ ଆମ୍ଭ ହୋଇଯାଇଛି । ଏହି ବୈଠକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଛନ୍ତି ।…

୧୩ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ୧୩ଟି ଜିଲ୍ଲାକୁ ସତର୍କ ସୂଚନା । ଏହି ସବୁ ଜିଲ୍ଲା ଗୁଡିକରେ କାଳବୈଶାଖୀ ବର୍ଷା ସହ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଅପରାହ୍ନ ୫ଟା ୧୫ ପର୍ୟ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ…

ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ ଜେଲ

 ବ୍ରହ୍ମପୁର()  ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ୍ ୧୯ ଜଣ ଅଭିଯୁକ୍ତ ଥିଲେ। ତେବେ…

୨୧ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ବର()  ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓ୍ବେବସାଇଟ୍ orissaresults.nic.in ଏବଂ…