ପାଟକୁରାରେ ଦିଲ୍ଲୀପ-ବିଜୟ ଫାଟକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଉଭୟ ଥିଲେ ବିଜେପିର
ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ। ଦିଲ୍ଲୀପ ନବୀନ ନିବାସ ଯାଇ ବିଜେଡି ମିଶିବାପାଇଁ ଯୋଜନା କରି ନିରଶ ହୋଇଥିବା ବେଳେ ବିଜୟ ବିଜେପିକୁ ବାହୁଡି ଏବେ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି…
